March 12, 2026

ଉମରକୋଟ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୋଭାରାଣି ଶିଲ ଙ୍କ ମୃତ୍ୟୁ…..

IMG-20251117-WA0008
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଳକ ର ପୂର୍ବତନ ଉପ।ଦକ୍ଷ। ଶୋଭାରାଣୀ ସିଲଙ୍କ ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।୭୦ବର୍ଷ ବୟସରେ ବିଶାଖାପାଟଣା ଠାରେ ରାତି ୨ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ୨ପୁଅ, ବୋହୁ , ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଶୋଭାରାଣୀ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଉମରକୋଟ ବ୍ଲକ ର ଉପ।ଦକ୍ଷ। ଭାବେ କାର୍ଯ୍ୟ କରିଥିଲେ।। ତାଙ୍କର ଶେଷ କୃତ୍ୟ ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ଖ।ଣ୍ଡା ଠାରେ ଅନୁଷ୍ଠିତ ହେଇଥିଲା। ସୋଭ।ରାଣୀ ମୃତ୍ୟୁ ଖବର ଉମରକୋଟ ପହଞ୍ଚିବ। ପରେ ସମଗ୍ର ଉମରକୋଟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ମର ଶରୀର ବଙ୍ଗୀୟ ଗ୍ରାମ ଖ।ଣ୍ଡା ଠାରେ ପହଞ୍ଚିବା ପରେ ଶେଷ କୃତ୍ୟ ସଂପନ୍ନ ହେଇ ଯାଇଛି।