September 17, 2026

ଅତାବିରା ଦୁର୍ଗା ମନ୍ଦିରରେ ଆଶୀର୍ବାଦ ଦୀପ ଜାଳିଳେ ବିଜେପି ନେତା

IMG-20260917-WA0073
Share

 

ବରଗଡ,ତା ୧୭/୯

 

ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନ ଅବସରରେ ଅତାବିରା ନଗର ମଣ୍ଡଳ ତରଫରୁ ପବିତ୍ର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଶୀର୍ବାଦ ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ମଙ୍ଗଳମୟ ଜୀବନ ପାଇଁ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଜେପି ନେତାମାନେ |ଅତାବିରା ନଗର ସଭାପତି ସତୀଶ ଚୌଧୁରୀ,ଅର୍ଚ୍ଚନା ବାଗ,ସୁଦାମ ଭୋଇ,ଖିରେଶ୍ବରୀ ସ୍ବାଇଁ ପ୍ରମୁଖ |

You may have missed