November 26, 2024

Day: August 17, 2024

୨୧ ମହାବନ୍ଦ ପାଇଁ ପଦ୍ମପୁର ଠାରେ ପ୍ରସ୍ତୁତି ବୈଠକ

    ପଦ୍ମପୁର : (ଉପାନ୍ତ ଖବର) ସୁପ୍ରିମକୋର୍ଟ ଦେଇଥିବା ଏସ.ସି ଓ ଏସ.ଟି ଆରକ୍ଷଣ ତାଳିକାରେ କ୍ରିମିଲେୟର ଓ ଉପ ବର୍ଗୀକରଣ କରି ସଂରକ୍ଷଣ ବ୍ୟବସ୍ତା...

ସାଇକେଲ ଚୋରକୁ ଧରିଲେ ଲୋକେ, ଦେଲେ ପୋଲିସକୁ , ୨ ଗିରଫ , ୭ ସାଇକେଲ ଜବତ 

  ବୁଗୁଡା : ତା ୧୭/୦୮/୨୪ : ବୁଗୁଡା ଥାନା ଅଞ୍ଚଳରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକେ ଜଣେ ସାଇକେଲ ଚୋରକୁ...

ଉମରକୋଟ ଠାରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ……….

ଉମରକୋଟ:- ୧୭/୦୮/୨୦୨୪ (ଏମ୍.ଦିନା°ଶୁ ଆଚାରୀ)ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି...

ଜଙ୍ଗଲରେ ଏକ କ୍ଷତାକ୍ତ ଗାଈ ମୃତାବସ୍ଥାରେ ଠାବ , ବାଘର ଆକ୍ରମଣ ଅନୁମାନ 

  ବୁଗୁଡା : ତା ୧୭/୦୮/୨୪ : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ କିରିଆମ୍ବା ଜଙ୍ଗଲରେ ଏକ କ୍ଷତାକ୍ତ ଗାଈ ମୃତାବସ୍ଥାରେ ପଡିଥିବାର ଦେଖାଯାଇଥିବା ବେଳେ ବାଘ ଆକ୍ରମଣର...

ଉମରକୋଟ ରେ ପଶ୍ଚିମ ବଙ୍ଗ ରେ ଡକ୍ଟର ଛାତ୍ରୀ ମାମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦ ରେ କେଣ୍ଡଲ ଯାତ୍ରା ଅନୁଷ୍ଠିତ…….. 

ଉମରକୋଟ:-୧୭/୦୮/୨୦୨୫ (ଏମ୍.ଦିନା°ଶୁ ଆଚାରୀ) ପଶ୍ଚିମ ବଙ୍ଗରେ ଅଧ୍ଯୟନରତ ଡlକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା କାଣ୍ଡର ପ୍ରତିବାଦରେ ଉମରକୋଟ ଭାରତୀୟ ଜନତା...

ଉମରକୋଟ ଠାରେ ବହୁ ବର୍ଷ ଅପେକ୍ଷା ପରେ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାଇ ସାଇକେଲ…..

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସହରର ଭାଲୁଗୁଗୁଡା ସାହି ନିବାସୀ ବଲ ବାଘ,ବୟସ ୬୪ ବର୍ଷ ପିତା-ସ୍ୱର୍ଗତ ବଗେଲ ବାଘ, ଜଣେ ଦିନ ମଜୁରିଆ ଭାବେ ଠେଲା ରିକ୍ସା...

କଡ୍ଡକନାଥ କୁକୁଡ଼ା ପାଳନ ତାଲିମ ଶିବିର ଅନୁଷ୍ଠିତ

  ବୁଗୁଡ଼ା(ହର ପ୍ରସାଦ ପାଢ଼ୀ)ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମ ପଞ୍ଚାୟତର ବରଡାସାହି,ମାଣିତାରା ପଞ୍ଚାୟତର ସାପୁଆପଲୀ ଓ କରଚୁଲି ପଞ୍ଚାୟତର ସିଙ୍ଗିପୁର ଗ୍ରାମର ତଫସିଲଭୁକ୍ତ ଜାତି ଓ...

ବ୍ଲକ ସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

  ରାମନାଗୁଡ଼ା ତା ୧୭/୮/୨୦୨୪ ରିଖ ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯକ୍ରମ (୨୦୨୩-୨୪) ଆନୁକୁଲ୍ୟ ରେ ବ୍ଲକ...

ରୋଟାରୀ କ୍ଲବର ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ଦେଢ଼ ଶହ ଫୁଟ ଜାତୀୟ ପତାକା ଶୋଭାଯାତ୍ରା

  ପୁରୀ, ୧୬/୮: ରୋଟାରୀ କ୍ଲବ ପକ୍ଷରୁ ପୁରୀରେ ଅଭିନବ ଉପାୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମ ଏବଂ ରୋଟାରୀ କ୍ଲବ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.