March 7, 2026

ଉପାନ୍ତ ଖବର ର ମହା ପ୍ରଭାବ ଖବର ପ୍ରକାଶ ପରେ ଏନ ଏ ସି ତଦନ୍ତ ପରିସର ଭୁକ୍ତ କରିଛି ଓଏସଆରର୍ଟିସିକୁ …

IMG-20250717-WA0030
Share

ଉପାନ୍ତ ଖବର ଲେଖିବା ପରେ ଏନଏସି ପକ୍ଷରୁ କାମବନ୍ଦ କରି ସମସ୍ତ ଡକୁମେଣ୍ଟ ପ୍ରଦାନ କରିବା ପାଇଁ ଓଏସଆରଟିସି କୁ ନୋଟିସ ଜାରି କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯାଳୟ ସମୁଖରେ ଓଏସଆରଟିସି ବିଭାଗ ପକ୍ଷରୁ 17କୋଟି ଟଙ୍କା ଅଟକଳ ମୂଲ୍ୟ ରେ ପାଚେରି କାନ୍ଥ ସହ ଷ୍ଟଲ ନିର୍ମଣ କାମ ଆରମ୍ଭ ହୋଇଥିଲା. ବିନା ସୂଚନା ଫଳକ ରେ ବହୁ ଅନିୟମିତତା ର ବାହାର ଶ୍ରୀମିକ ଲଗାଇ ନିର୍ମାଣ କାମ ଚାଲୁ ଥିବା ଖବର ଉପାନ୍ତ ଖବର ରେ ସୋମବାର ପ୍ରକାଶ ପାଇଥିଲା.ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ କୋମଲେସ ମହନ୍ତ ଙ୍କୁ ଯୋଗାଯୋଗ କରିବାରୁ କାର୍ଯ୍ୟ ନିର୍ମାଣ ସ୍ଥାନର ସମସ୍ତ କାଗଜ ପତ୍ର. ଟେଣ୍ଡେର ପାଇଥିବା ସଂସ୍ଥାର ଫୋନ ନୁମ୍ବର ସହ ଠିକଣା ପ୍ରଦାନ କରିବା ସହ କାମ ବନ୍ଦ କରିବା ପାଇଁ ନୋଟିସ ଦିଆ ଯାଇଛି ବୋଲି ଗଣ ମାଧ୍ୟମକୁ ସୂଚନା ଦେଇ ଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର