June 20, 2026

ନୂଆଗଡ ଗ୍ରାମର ମା କନ୍ଧୁନି ଦେବି ପୀଠରେ ଯୋଗ ଦେଲେ ମାନ୍ୟବର ବିଧାୟକ ନୀଳମଣି ବିଷୋୟୀ ..  

IMG-20250717-WA0011
Share

 

ନୂଆଗଡ ଗ୍ରାମର ଶ୍ରୀ ଶ୍ରୀ ମା କନ୍ଧୁନି ଦେବି ପୀଠ ନିକଟରେ ବଜାରଗୃହ ସମୂହର ଶୁଭଆରମ୍ଭ କଲେ ସୋରଡ଼ା ବିଧାୟକ ନୀଳମଣି sir

ସୋରଡ଼ା ବିଡ଼ିଓ ତନ୍ମୟ ପାତ୍ର sir

ଓ ବହୁ ସଂଖ୍ୟାରେ ଯୋଗ ଦେଇ ଥିବା ଗ୍ରାମବାସି ବୃନ୍ଦ. ଓ ମଣ୍ଡଳ ସଭାପତି ସତ୍ୟ ନାରାୟଣ ଗୌଡ଼

ମୁଖ୍ୟ କର୍ମୀ ଜିତୁ ଭାଇ ପ୍ରଦୀପ ମହୁଲି ସେଠି ବିଜେପିର ବହୁ କର୍ମୀ ଭାଇମାନେ ଉପସ୍ଥିତ ଥିଲେ ସୋରଡ଼ା ବଦ୍ରି ଭାଇ ପରି ଭାଇ ମଧ୍ୟ

ଉପସ୍ଥିତ ଥିଲେ ମନ୍ଦିରର ସହ କର୍ମୀ

ସିନିବାସ ଆନ୍ନା ମଧ୍ୟ ଉପସ୍ଥିତ ଥିଲେ

କନ୍ଧୁନିଦେବି ମାଆଙ୍କ ପୀଠରେ

ପ୍ରସାଦ ସେବନର ଆୟୋଜନ ହୋଇଥିଲା ପ୍ରସାଦ ସେବନର ଦାହିତ୍ୟ ଅତି ସୁନ୍ଦର ଭାବେ ଜିତୁ ଭାଇ ଓ ସିନିବାସ ଆନ୍ନା ତୁଲାଇ ଥିଲେ।

ସୋରଡ଼ା ରୁ ସଞ୍ଜୟ ସେଠୀ ଙ୍କ ରିପୋର୍ଟ

You may have missed