May 10, 2026

ଉଦ୍ୟାନ କୃଷି କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ବ୍ଳକ ଉଦ୍ୟାନ କୃଷି ବିଭାଗ ତରଫରୁ ବିକାଶ ଓ ପ୍ରସିକ୍ଷିଣ ମାଧ୍ୟମରେ ୧୦୦ ଜଣ ଚାଷିଙ୍କୁ ନେଇ ଏକ ପ୍ରଶିକ୍ଷିଣ ସିବିର ଅନୁଷ୍ଠିତ ହୋଇଯାଇଅଛି ଏଥିରେ

IMG-20250417-WA0008
Share

        ଉଦ୍ୟାନ କୃଷି କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ବ୍ଳକ ଉଦ୍ୟାନ କୃଷି ବିଭାଗ ତରଫରୁ ବିକାଶ ଓ ପ୍ରସିକ୍ଷିଣ ମାଧ୍ୟମରେ ୧୦୦ ଜଣ ଚାଷିଙ୍କୁ ନେଇ ଏକ ପ୍ରଶିକ୍ଷିଣ ସିବିର ଅନୁଷ୍ଠିତ ହୋଇଯାଇଅଛି ଏଥିରେ ମୁଖ୍ୟଅତିଥି ଭାବରେ ଚେୟାରମ୍ୟାନ ଲକ୍ଷ୍ମିଧର ସବୁଧୀ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ, ଅବସରପ୍ରାପ୍ତ ବାଙ୍କି ବ୍ଲକର ଉଦ୍ୟାନ କୃଷି ଅଧିକାରି ବିଜୟ ପଣ୍ଡା ସରକାରି ସ୍ତରରେ ଉଦ୍ୟାନ ବିଭାଗର ଯୋଜନାମାନ ଆଲୋଚନା କରିଥିଲେ ତାହା ସହିତ ଫଳ ପନିପରିବା ଫୁଲ ଇତ୍ୟାଦିର ଅମଳପରବର୍ତ୍ତୀ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କିପରି କରାଯାଇପାରିବ ସେ ବିଷୟରେ କହିଥିଲେ ସଫଳଚାଷି ହିସାବ ରେ ଆସିଥିବା ପୁରି ଜିଲ୍ଳା ସତ୍ୟବାଦି ବ୍ଳକ ସୁଆଣ୍ଡୋ ଗ୍ରାମର ଚନ୍ଦନ ଗୁଣ୍ଟିଆ କାଙ୍କଣ,ପୋଟଳଓ ଚାରା ଉଦ୍ୟାନ କରି ଚାଷିମାନେ କିପରି ଲାଭ ପାଇପାରିବେ କହିଥିଲେ, ପ୍ରିମୟର କମ୍ପାନିର ଓଡିଶାର ମୁଖ୍ୟ ଦିଳ ବାହାଦୁର ବୁନ୍ଦା ଜଳସେଚନ ଦ୍ଵାରା ଜଳ କିପରି ଅଳ୍ପ ଖର୍ଚ୍ଚ ହୋଇପାରିବ ସେ ବିଷୟରେ କହିଥିଲେ ବେଗୁନିଆଁ କୃଷିକାରଣି ଚିନ୍ନିମୟିସାହୁ କର୍ମଶାଳାକୁ ପରିଚାଳନା କରିଥିଲେ କ୍ଷେତ୍ର କର୍ମଚାରି ଆଶିସ ଦଳ ଦେହେରା, ଗିତାଞ୍ଜଳି ବେହେରା ଉପସ୍ଥିତ ଥିଲେ ରିପୋଟର ମାନସ ରଞ୍ଜନ କର