March 12, 2026

ହାଟଡିହି ପଂଚାୟତ ରେ ବିଜେପି ର ମହା ଜନ ସମ୍ପର୍କ ଅଭିଯାନ

IMG-20230716-WA0035
Share

ହାଟଡିହି ପଂଚାୟତ ରେ ବିଜେପି ର ମହା ଜନ ସମ୍ପର୍କ ଅଭିଯାନ

ହାଟଡିହୀ :ବିଜେପି ର ମହା ଜନ ସମ୍ପର୍କ ଅଭିଯାନ ଅଵସର ରେ ଆଜି ହାଟଡିହି ମଣ୍ଡଳ ସଭାପତି ହରମୋହନ ଶାସିନୀ ଙ୍କ ନେତୃତ୍ୱରେ ହାଟଡିହି ପଂଚାୟତ ରେ ଗୃହ ସମ୍ପର୍କ ଅଭିଯାନ ମାଧ୍ୟମରେ ବିଜେପି କାର୍ଯ୍ୟକାର୍ତ୍ତା ମାନେ ଘର କୁ ଘର ଯାଇ ଯସସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ସରକାର ର ୯ ବର୍ଷର ସଫଳତା ସମ୍ପର୍କିତ କରପତ୍ର ବଣ୍ଟନ ସହ, UCC କୁ ସମର୍ଥନ ପାଇଁ ସାଧାରଣ ଜନତା ଙ୍କୁ ଅବଗତ କରାଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ,ଶକ୍ତିକେନ୍ଦ୍ର ପ୍ରମୁଖ ସୁରେଶ ମହାନ୍ତି, ବରିଷ୍ଠ ବିଜେପି ନେତା ସୁନିଲ ନାୟକ, ମୋହନ ନାୟକ, ଜଗତ ଜୀବନ ରାମ,ଗୋଲମ ଦେବତା ପ୍ରମୁଖ ଯୋଗଦେଇ ଅଭିଯାନ ରେ ସାମିଲ ହୋଇଥିଲେ
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।