ପାହାଡଶ୍ରୀଗିଡା ଗ୍ରାମରେ ଆଦିବାସୀ ମହାସଂଘର ବୈଠକ

ସୁରେନ୍ଦ୍ର କଠାର,ବରଗଡ
ତା-୧୬-୦୬-୨୦୨୫ ଦିନ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପାହାଡଶ୍ରୀଗିଡ଼ା ଗ୍ରାମରେ ନାରିନେତ୍ରୀ ଶ୍ରୀମତି ଚନ୍ଦ୍ରକାନ୍ତି ଧରୁଆଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ୍ ଅନୁଷ୍ଠିତ ହୋଇଥିଲା , ଆଗାମୀ ଦିନରେ ବରଗଡ଼ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଜବାବ ମାଗିବ ସଂଘ, ଏଥିପାଇଁ ମହିଳା ପାହାଡଶ୍ରୀଗିଡାର ମହିଳା ମାନେ ଅଣ୍ଟା ଭିଡ଼ିଲେ