September 21, 2024

ବିଜେପି ଘୋଷଣା କଲା ୨୧ ବିଧାୟକଙ୍କ ପ୍ରାର୍ଥୀ ତାଲିକା…

Share

ଭୁବନେଶ୍ବର:ଆଜି ପୁଣି ବିଜେପି ଘୋଷଣା କରିଛି ୨୧ ଜଣିଆ ପ୍ରାର୍ଥୀ ତାଲିକା।ଆସନ୍ତୁ ଜାଣିବା କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି।

ରାଉରକେଲା- ଦିଲୀପ ରାୟ
ପାଟଣା- ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବାରଦା
ବାଙ୍ଗିରୀପୋଷି- ସଞ୍ଜଳି ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭାତ୍ରା
ଦାବୁଗାମ- ସୋମନାଥ ପୂଜାରୀ
ରାଜନଗର- ଲଲିତ ବେହେରା
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାସ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମ କଟକ- ଜଗନ୍ନାଥ ନୁନ୍ଦ୍ରୁକା
ରାୟଗଡ଼ା- ବସନ୍ତ କୁମାର ଉଲାକା
ଲକ୍ଷ୍ମୀପୁର- କୈଳାଶ କୁଲେସିକା
କୋଟପାଡ଼- ରୁପୁ ଭାତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା