November 23, 2024

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମୂର୍ତହାଣ୍ଡି ଓ କୁସୁମୀ ପ୍ରାଥ ମିକ କେନ୍ଦ୍ର ରେ ପ୍ରାଥମିକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Share

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମୂର୍ତହାଣ୍ଡି ଓ କୁସୁମୀ ପ୍ରାଥ ମିକ କେନ୍ଦ୍ର ରେ ପ୍ରାଥମିକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି. ଡା ରାଗିନୀ ଗୌର. ତାପସ ପରିଡା. ଡା କୁମାର ଗୌରବ ମିଶ୍ର. ଅଶୋକ କୁମାର ସାହୁ. ଧର୍ମୁ ବିଶ୍ୱାଳ. ସ୍ୱପ୍ନା ମହାନ୍ତି ଏବଂ ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲ୍ଲାନ ଯୋଗ ଦେଇ ଥିଲେ
ମେଘା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା
ଏହି ଅବସରରେ ସ୍ୱାସ୍ଥ୍ୟ ସମ୍ପର୍କୀୟ ସଚେତନ ଛାତ୍ର ମାନଙ୍କୁ ନେଇ ସା ଇ କେ ଲ ରାଲି ବାହାରି ବିଭିନ୍ନ ପ୍ରକାର ସଂକ୍ରୋମଣ ଯଥା କର୍କଟ ରୋଗ କୁ ନେଇ ଜଣସାଧାରଣ ସଚେ ତନ ତା ଆଣି ଵା ପାଇଁ ଚେଷ୍ଟା କରାଯାଇଥିଲା ପ୍ରତି ମାସ ରେ ମେଘା ସ୍ୱାସ୍ଥ୍ୟ ମେଳା ଜରିଆରେ ରୋଗୀ ସେବା ଯୋଗାଇ ଦିଆଯିବ ବୋଲି ପରାମର୍ଶ ପ୍ରଦାନ କରାଯାଇଛି.