April 24, 2026

ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ …

IMG-20251215-WA0185
Share

 

ଜଳେଶ୍ଵର ( ଦେବାଶିଷ ଦାଶ ‌)

 

ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ବ୍ୟାପୀ ଜଳେଶ୍ଵର ଷ୍ଟେସନ ବଜାର ମିଲ କଲୋନୀ ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟର ନ୍ୟାସନାଲ ସ୍କୁଲ ର ପ୍ରଥମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ଶାନ୍ତିଆ ଷ୍ଟାଡିୟମ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ ଯୋଗ ଦେଇ କ୍ରୀଡ଼ା ମହୋତ୍ସବ ର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିବା ପରେ ଯୋଗ ପ୍ରଦର୍ଶନ, ମ୍ୟୁଜିକାଲ ଡ୍ରିଲ,ସୂର୍ଯ୍ୟ ନମସ୍କାର,ପିରାମିଡ୍ ଶୋ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ଉଦ୍ ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବୀରେନ୍ଦ୍ର ନାଥ ପାତ୍ର,ନିର୍ଦ୍ଦେଶକ ବିକାଶ କୁମାର ପାତ୍ର, ସି ଇ ଓ ଡ.ସ୍ମରଣ ନାୟକ,ଅଧ୍ୟକ୍ଷ ବରୁଣ କୁମାର ଜେନା ତଥା ଅଭିଭାବକ ଓ ଅଭିଭାବିକା ବୃନ୍ଦ ଉପସ୍ଥିତ ରହି କ୍ରୀଡ଼ା ମହୋତ୍ସବ ରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କ୍ରୀଡ଼ା ମହୋତ୍ସବ କୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସଚ୍ଚିଦାନନ୍ଦ ଗିରି ପରିଚାଳନା କରିଥିଲେ।ଏହି ମହୋତ୍ସବରେ ବିଦ୍ୟାଳୟର ଶିକ୍ଷକ ବିଦ୍ୟା ବିନୋଦ ଭଞ୍ଜ,ସୌମ୍ୟ ରଞ୍ଜନ ଘଡ଼ାଇ,ଶିକ୍ଷୟିତ୍ରୀ ରଶ୍ମିତା ବେକ,ରାଜଲକ୍ଷ୍ମୀ ଦାସ, ଜ୍ୟୋଟିଶ୍ମିତା ନାୟକ,ରୋଜାଲିନ ସାମଲ, ସସ୍ମିତା କର୍ମକାର,କନକଲତା ଚାନ୍ଦ,ବନ୍ଦନା ନାୟକ,ଇପ୍ସିତା ରଣା,ଶୁଭଶ୍ରୀ ଦେ,ବୈଶାଖୀ ଦାସ, ବିନିତା ସାହୁ,ଶତାବ୍ଦୀ ତନୟା ରଣା,ଅନ୍ନପୂର୍ଣ୍ଣା ପଣ୍ଡା , ସ୍ଥିତିପ୍ରଜ୍ଞା ସେନାପତି,ନମିତା ମହାନ୍ତି,ଦ୍ୟୁଟିଲେଖ ଗୋଚ୍ଛାୟତ, ସାଇଲେନ୍ ଦେବନାଥ,ବୁଲବୁଲ ଗୋଚ୍ଛାୟତ, ସତ୍ୟବ୍ରତ ଦେ,ସତ୍ୟଜିତ ଦାସ ମହାପାତ୍ର,ପ୍ରମୋଦ କୁମାର ପଣ୍ଡା,ଅନ୍ୟାନ୍ୟ ସହାୟକ ଓ ସହାୟିକା ସବିତା ମୁର୍ମୁ,କବିତା ଦାସ,ଗୀତାଞ୍ଜଳି ଜେନା,କାଞ୍ଚନ ହୁଇ, ଆରତି ପରିଡ଼ା,ମନୋରଞ୍ଜନ ପାଳ,ଜଗନ୍ନାଥ ଦତ୍ତ, ଅଧୀର କୁମାର ଦେ, ଜନ୍ମେଜୟ ଦତ୍ତ,ଶମ୍ଭୁନାଥ ବେହେରା,ପ୍ରତାପ କୁମାର ଚାନ୍ଦ,ଭାଗବତ ଦତ୍ତ,ଉତ୍ତମ କୁମାର କର୍ମକାର ପ୍ରମୁଖ ସହଯୋଗ କରିଥିଲେ।