May 30, 2025

ବ୍ରହ୍ମଗିରି ବିଧାୟିକା ଉପାସନାଙ୍କ ଦ୍ୱାରା ଅଲାରନାଥ ମନ୍ଦିର ସଫେଇ ସହିତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ l

Share

 

ଆଜି ବ୍ରହ୍ମଗିରି ର ସର୍ବ କନିଷ୍ଠ ବିଧାୟିକା ଉପାସନା ମହାପାତ୍ର ଏବଂ ଭାରତୀୟ ଜନତା ପାର୍ଟିର ପାଞ୍ଚଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା କର୍ମୀ ମହାପ୍ରଭୁ ଶ୍ରୀଅଲାରନାଥ ଙ୍କ ବେଢା ଚାରିପଟେ ସଫେଇ କରିବା ସହିତ ଗଡ଼ରୋଢଙ୍ଗ ଠାରେ ଓଡ଼ିଶାର ଯୋଦ୍ଧା ବକ୍ସି ଜଗବନ୍ଧୁ ଏବଂ ପୂର୍ବତନ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed