April 29, 2026

ବିଜେପି ଦଳ ପକ୍ଷରୁ ବିଭାଜନ ବିଭୀଷିକା ଦିବସ ପାଳିତ 

IMG-20240814-WA0003
Share

 

କାଶୀନଗର ,

ଭାରତ ସ୍ୱାଧୀନତା ପାଇବାର ଗୋଟେ ଦିନ ପୂର୍ବରୁ ଭାରତରେ ବିଭାଜନ ବିଭଷିକାକୁ ସ୍ମରଣ କରିବା ପାଇଁ ଆଜି କାଶୀନଗର ସ୍ଥିତ ଭେଙ୍କେଟଶ୍ୱର ମନ୍ଦିର ଠାରେ ବିଜେପି ଦଳ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇ ଥିଲା. ଏହି ବୈଠକରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ. ଏହି କାର୍ଯ୍ୟକ୍ରମରେ ବିଜେପି ଦଳର ପ୍ରମୁଖ ସଦସ୍ୟ ମାନଙ୍କୁ ଉତ୍ତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା. ଏହି ବୈଠକରେ ବିଜେପି ଦଳର ଅନ୍ୟ ପ୍ରମୁଖ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ