October 23, 2026

ପ୍ରଗତି ମହିଳା ସଂଗଠନ ପକ୍ଷରୁ,ଆଜି ତା (୨୩/୧୦/୨୬ )ରିଖ , ପୂର୍ବାହ୍ନ ୧୦ ଘଣ୍ଟା ସମୟରେ

IMG-20261023-WA0069
Share

 

 

ସମ୍ପାଦିକା ତନୁଜା ଶତପଥୀ ଙ୍କ ଅଧ୍ୟକ୍ଷତା ରେ, ୟୁ ଟେକ୍ କମ୍ପ୍ୟୁଟର ପରିସର ରେ,

 

ଆଗାମୀ କୁମାର ପୂର୍ଣ୍ଣିମା ଅବସରରେ( ୨୫/୧୦/୨୬ ), ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା,

ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ପ୍ରଗତି ମହିଳା ସଂଗଠନ ର ଉପଦେଷ୍ଟା ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା ,କରିଥିଲେ ,

ଏଥିରେ ଜର୍ଜ ଭାବେ, ଅବସର ପ୍ରାପ୍ତ sbi ବ୍ୟାଙ୍କ ମ୍ୟାନେଜର, ଶ୍ରୀ ହୋରୀମୋହୋନ ପଟ୍ଟନାୟକ, ଅବସର ପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ, ଅନ୍ୟତମ ଅତିଥି ଶୁଭ୍ରା ପଟ୍ଟନାୟକ,

ପ୍ରତିଯୋଗିତା ବିଚାରକ କରିଥିଲେ,

ପ୍ରତିଯୋଗିତା ବହୁ ଛାତ୍ରୀ, ମହିଳା ମାନେ ଯୋଗ ଦେଇ ପୁଚି, ହୁଳହୁଲି, music chair, ପିଠା ଚୁଢିସଜା, ତର୍କ, ରେ ଭାଗନେଇଥିଲେ,