ରକ୍ତଦାନ କରି ଜନ୍ମଦିନ ପାଳିଲେ ଦୁଇ ଶ୍ୱେର୍ଚ୍ଚାସେବି

IMG-20250615-WA0076
Share

 

 

ବେଲଗୁଣ୍ଠା, 15/06, ଶିକ୍ଷାବିତ, ତଥା କଳାପ୍ରେମୀ ଗୋପାଳକୃଷ୍ଣ ଙ୍କ ଦ୍ୱାଦଶାହ ଅବସରରେ ଗୋବରରେ ସମ୍ବାଦ ଆମ ଓଡିଶା ଦ୍ୱାରା ଚାଲିଥିବା ରକ୍ତଦାନ ଶିବିର ରେ ବେଲଗୁଣ୍ଠା ଏନ ଏ ସି ର ଏକ ନମ୍ବର ୱାର୍ଡ କାଉଁସିଲର ତଥା ଯୁବ ସମାଜସେବୀ ଏସ ଭାସ୍କର ପାତ୍ର ଙ୍କର ଆଜି 35 ତମ ଜନ୍ମଦିନ ଅବସରରେ ଶିବିରରେ ପହଞ୍ଚି ରକ୍ତଦାନ କରି ନିଜର ଜନ୍ମଦିନ ପାଳନ କରି ଖୁସି ଅନୁଭବ କରୁଥିବା ପ୍ରକାଶ କରିଥିଲେ l

ସେହିପରି ଗୋବରା ବାସୁଦେବ ପୁର ର ଯୁବ ସ୍ବେର୍ଚ୍ଚାସେବୀ ତାରିଣୀ ଶତପଥୀ (ବାବୁନି ) ନିଜର 46 ତମ ଜନ୍ମଦିନରେ ଶିବିରରେ ରକ୍ତଦାନ କରି ଏକ ମହତ୍ୱପୁର୍ଣ କାଯ୍ୟରେ ଯୋଗଦେଇ ନିଜକୁ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି,

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed