ବେଗୁନିଆ ରଜ ମହତ୍ସବ.
ବେଗୁନିଆ ବ୍ଳକ ବେଗୁନିଆ ନୂଆସାହି ସ୍ଥିତ ଦଧିବାମନ ଙ୍କ ପିଠରେ ପତିତପାବନ ଯୁବକ ସଂଘ ତରଫରୁ ରଜ ମହତ୍ସବର ପ୍ରଥମ ଦିବସରେ ମୁଖ୍ୟଅତିଥି ଥାନା ଅଧିକାରୀ ଜ୍ୟୋତି ରଂଜନ ପଣ୍ଡା, ମୁଖ୍ୟବକ୍ତା ରାଗିରଥି ପରିଡା, ସମ୍ମାନୀତ ଅତିଥି ସାହି କମିଟି ସଭାପତି ପ୍ରଦିପ୍ତ କୁମାର ଦାସ, ସଂଘ ସଭାପତି ରଶ୍ମି ଚାନ୍ଦ,ସଂପାଦକ ଗଙ୍ଗାଧରମାର୍ଥା, ଉପ ସଭାପତି ବିଶ୍ଵରଞ୍ଜନ ଦାସ,ଉପସ୍ଥିତ ରହି ରଜ ମହତ୍ସବକୁ ଉଦ୍ଘାଟନ କରିଥିଲେ ସଂଘ ତରଫରୁ ବିତ୍ତିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ରିପୋର୍ଟର ମାନସ ରଞ୍ଜନ କର
