April 28, 2026

ବାଲେଶ୍ବର ଗସ୍ତରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା..

IMG-20250515-WA0000
Share

 

ବାଲେଶ୍ବର (ଶେଖ୍ ନାଜିମ୍)

ବାଲେଶ୍ବର ଗସ୍ତରେ ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ ଦାସବର୍ମାଙ୍କ ଗସ୍ତ ,

ବାଲେଶ୍ବର ବିଜେଡ଼ି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ଆଜି ବାଲେଶ୍ଵର ରେଲୱେ ଷ୍ଟେସନ ଠାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ର ଉପ ସଭାପତି ଶ୍ରୀଯୁକ୍ତ Sanjay Kumar Das Burma ଙ୍କୁ ସ୍ବାଗତ ଜଣାଇଛନ୍ତି ବାଲେଶ୍ବର ବିଜେଡ଼ି ଟିମ୍,

ଏହି ଅବସରରେ ବାଲେଶ୍ଵର ପୈାରପରିଷଦର ଉପାଧ୍ୟକ୍ଷ କୈଳାସ ସେଠୀ, ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ Ranjan Baug , ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଜନତା ଦଳର ସଦର ବ୍ଲକ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବାଲେଶ୍ବର ପୈାରପରିଷଦର କାଉନସିଲର ବୃନ୍ଦ, ବିଜୁ ଯୁବ ଜନତାଦଳ ,ଛାତ୍ର ଜନତା ଦଳ ଏବଂ ମହିଳା ନେତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଛନ୍ତି।