March 7, 2026

ମକର ସଂକ୍ରାନ୍ତି ଅବସରରେ ଭିନ୍ନଷମ ମାନଙ୍କୁ ଶୀତ ଵସ୍ର ପ୍ରଦନ ।

IMG-20230115-WA0006
Share

 

(ଉମରକୋଟ ରୁ ଏମ୍. ଦୀନା°ଶୁଆଚାରୀ)

୧୫/୦୧/୨୦୨୩

ନଵରଙ୍ଗପୁର:- ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଜିଲ୍ଲା ଭିନ୍ନଷମ ସଙ୍ଘ ତରଫରୁ ସହର ର ଭିନ୍ନଷମ ଅସହ।ୟ ଓ ଗରିବ ଲୋକ ମାନଙ୍କୁ ଶୀତ ଵସ୍ର ଏବଂ ଜଳ ଖିଆ ପ୍ରଦନ କରା ଜାଇଛି। ଏଥିରେ ଅନୁଷ୍ଠାନ ର୍ ସଭାପତି ତଥା ସମଜ ସେବି ଶ୍ରୀ ଜଗନ୍ନାଥ ମହାପାତ୍ର , ସମ୍ପାଦକ ଶ୍ରୀ ସୁଜିତ ରଥ ,କାଉନସିଲର ନଗେନ୍ଦ୍ର ପଟନାୟକ,ସୋମେସ ଖୋର ଏବଂ ନାଗରିକ ସ୍ଥାନୀୟ ସାମ୍ବାଦିକ ଉପସ୍ତିତ ରହି ନବରଙ୍ଗପୁର ର୍ ୧୭ଟି ୱ।ଡ଼୍ ରେ

ଅସହ୍ଯାୟ ଓ ଗରୀବମାନଙ୍କୁ ଶୀତ ଵସ୍ର ଏବଂ ଜଳଖିଆ ପ୍ରଦନ କରିଥ୍ହିଲେ ।

ସମାଜ ସେବୀ ଶ୍ରୀ ମହାପାତ୍ର ଏହି ଅବସରରେ ରେ ଯୋଗ ଦେଇ ସହରରେ ଏଭଳି କାଜ୍ୟକ୍ରମ ଅନୁ‌ଷ୍ଠାନ ଆୟୋଜନ କରିଥିବାରୁ ଖୁସି ପ୍ରକାଶ କରିବା ସହ ଅଗମି ଦିନରେ ଏହି ପରି ଜନ ସେବା ଅବ୍ୟାହାତ ରହିବ ବୋଲି ମତ ପ୍ରକାଶ କରିଥିଲେ ।