April 25, 2026

ବେଗୁନିଆ ବ୍ଲକ ଶିଶୁ ଉତ୍ସବ ୨୦୨୫

IMG-20251114-WA0028
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁବାଘମାରି ଅଟ୍ରି ହଟକେଶ୍ଵର ପିଠରେ ଶିଶୁମାନଙ୍କ ବିକାଶ ନିମନ୍ତେ ଶିଶୁ ବିକାଶ ପାଣ୍ଠି ମାଧ୍ଯମରେ ବୃତ୍ତି,ମେଧାବି ସମ୍ମାନ, ଆର୍ଥିକ ସହାୟତା, ଦୁର୍ଘଟନା ଜନିତ ସହାୟତା ଦେବା ସହିତ ଶିଶୁ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି ମୁଖ୍ୟଅତିଥି ଭାବରେ ବେଗୁନିଆ ବରିଷ୍ଠ ଶିକ୍ଷା ଅଧିକାରୀଭାଷ୍କର ଲେଙ୍କା, ମୁଖ୍ୟବକ୍ତା ଶିକ୍ଷାବିତ ରାଜକିଶୋର ପାଣିଗ୍ରାହି, ସ୍ଵତନ୍ତ୍ରଅତିଥି ଖୋରଧା ଅଧକ୍ଷ ମେରିଡିଆନ କଲେଜ ଦେବା ଶିଶ ପଣ୍ଡା, ବିଶିଷ୍ଠ ଅତିଥି ସେଲସ ମ୍ୟାନ ଜରଷ୍ଟାର ହେଲଥରମାକାନ୍ତ ଜେନା, ସମ୍ମାନିତ ଅତିଥି ଶିକ୍ଷାବିତ ତିଲୋତମା ମହାପାତ୍ର, ସମାଜସେବି ପ୍ରତିମା ପ୍ରଧାନ,ମ୍ୟାନେଜର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ବିମଳରାମ ସାହୁ, ବାଘମାରି ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ସୂର୍ଣ୍ଣପ୍ରଭା ତାମୁଡିଆ,ବେଗୁନିଆ ଓ ଜି ବି ମ୍ୟାନେଜର ରାକେଶ କୁମାର ସାହୁ, ସମାଜସେବି ରଞ୍ଜନ କୁମାର ବେହେରା, ଉପ ସଭାପତି,ପିଷ୍ଠାମାନସ କୁମାର ବେହେରା, ସୁ ସାହିତିକ ସୁବାସ ଚନ୍ଦ୍ର ମହାପାତ୍ର, ପ୍ରଧାନଶିକ୍ଷକ କବି ଜମ୍ବେଶ୍ଵର ମଙ୍ଗରାଜ, ପୂର୍ବତନ ସି ଆର, ସିସି ଗୋଲଖ ବିହାରି ସାହୁ, ସଭାପତି ପିଷ୍ଟା ଅଶୋକ କୁମାର ସାମନ୍ତରାୟ ବେଗୁନିଆ ସଂପାଦକ, ପିଷ୍ଟା ରବିନ୍ଦ୍ର କୁମାର ସାହୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିଲେ

You may have missed