November 26, 2024

Day: September 14, 2024

ବାରଣାସୀ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ

ଆଜି ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗର ଦ୍ଵାରା ନେତୃତ୍ୱ ଓ ଦାୟିତ୍ଵ ଅଭିବୃଦ୍ଧି ଲକ୍ଷ୍ୟ ରଖି ବିଦ୍ୟାଳୟ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ ୨୦୨୪...

ଆଦିବାସୀ ଅଧିଷ୍ୟୁତ ନେରିଡିଗୁଡା ଗ୍ରାମବାସୀ ପକ୍କା ରାସ୍ତା ର ସ୍ବପ୍ନ ଦେଖୁଛନ୍ତି 

ରାୟଗଡା : ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ର ବଡ଼ଖିଲାପଦର ପଂଚାୟତ ଆନ୍ତର୍ଗତ ନେରିଡିଗୁଡା ଗାଁ ଟି ବ୍ଲକ ସଦର ମୋହକୁମା ଠାରୁ ମାତ୍ର 9...

ଗଜପତି ଜିଲ୍ଲାପାଳ ଙ୍କ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ କୁ ଗସ୍ତ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା …

 ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଆଜି ଦିନିକିଆ ମୋହନା ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଙ୍ଗରେ ନେଇ ବିଭିନ୍ନ ଉନ୍ନୟନ ମୂଳକ...

ଅମ୍ବାଦୋଳା ରେଲୱେ ଷ୍ଟେସନ ର ବିକାଶ ପାଇଁ ଦାବିପତ୍ର ପ୍ରଦାନ 

ରାୟଗଡା : ସମ୍ବଲପୁର ରେଳଡ଼ିଭିଜନ ଆନ୍ତର୍ଗତ ରାୟଗଡା ଜ଼ିଲ୍ଲା ର ଅମ୍ବାଦୋଳା ରେଳ ଷ୍ଟେସନ ର ଭିତିଭୂମି ର ବିକାଶ ନିମନ୍ତେ 5 ଜଣିଆ ସଙ୍ଘ ର...

ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

ବୁଗୁଡା : ତା ୧୪/୦୯/୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା...

ପୋଲିସର ଅସାବଧାନତା ଯୋଗୁଁ ଗଣେଶ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ପିଟାପିଟି, ବାଳକ ସମେତ ଅନେକ ଆହତ 

ବୁଗୁଡା : ତା ୧୪/୦୯/୨୪ : ସ୍ଥାନୀୟ ପୋଲିସର ଅସାବଧାନତା ଯୋଗୁଁ ଗଣେଶ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପିଟାପିଟି ହୋଇଥିବାରୁ ସାମ୍ପ୍ରତିକ...

ପ୍ରାଥମିକ ସହାୟତା ପ୍ରଶିକ୍ଷଣ ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର 

   ବେଲଗୁଣ୍ଠା,14/09,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଙ୍କୁଶପୁର ନିବାସୀ ବି ଗୋବିନ୍ଦ ରାଓ ପ୍ରାଥମିକ ସହାୟତା...

ପାରଳାଖେମୁଣ୍ଡି ମୁନସିପାଲିଟି ରେ ଜଳାଭାବର ଦୂରୀକରଣ ନେଇ ବିଧାନସଭାରେ ବିଧାୟକ ରୂପେଶ ଙ୍କ ପ୍ରଶ୍ନ 

    ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ବହୁ ପୁରାତନ ପାରଳାଖେମୁଣ୍ଡି ମୁନିସିପାଲିଟିରେ ପାନୀୟ ଜଳର ଅଭାବ ଦୂରୀକରଣ ପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଧାନସଭାରେ ଦୃଷ୍ଟି ଆକାଶଣ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା, ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ସ୍ଥଗିତ          

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ବିଭିନ୍ନ ଷଡଯନ୍ତ୍ର ଓ ମିଥ୍ୟା ମାମଲା ଆଦି ଘଟଣାର ବିରୋଧ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.