March 8, 2026

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ 

IMG-20250714-WA0047
Share

 

ପାରଳାଖେମୁଣ୍ଡି:୧୪/୭(ଗରୁଡ ଧ୍ୱଜ ଚୌଧୁରୀ)ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ମନ୍ଦିର ନିର୍ମାଣ ପାଇଁ ବହୁ ଭକ୍ତ ବିଭିନ୍ନ ଭାବେ ନିଜ ନିଜକୁ ସାମିଲ କରି ଚାଲିଛନ୍ତି. ପାରଳାଖେମୁଣ୍ଡି ସହରର ପ୍ରଶାନ୍ତ ପଟ୍ଟନାୟକ ଓ ପଦ୍ମିନୀ ପଟ୍ଟନାୟକ ମନ୍ଦିର ନିର୍ମାଣ ପାଇଁ 1, 50,101 (1 ଲକ୍ଷ 50 ହଜାର 101 ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହଭାଗୀ ହୋଇପାରିଛନ୍ତି. ମନ୍ଦିର ନିର୍ମାଣ କମିଟି ତରଫରୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ପ୍ରଶାନ୍ତ ଓ ପଦ୍ମିନୀଙ୍କୁ ସାଧୁବାଦ ଜଣାଇଛନ୍ତି.