ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମହରା ହେଲେ ଶ୍ରଦ୍ଧାଳୁ l ଧନ୍ୟବାଦ ଦେଲେ ସରକାର ଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୫ ଜିଲ୍ଲାର ୫ ଶହ ଶ୍ରଦ୍ଧାଳୁ କଲେ ଦର୍ଶନ
ପୁରୀ, ଆମେ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ ବଳାଇଥିଲୁ।ତେବେ ଦୂର ବାଟ,ଅଭାବ ଅସୁବିଧା, ଭିଡ ପାଇଁ ଡର ଯୋଗୁଁ ଆସିବା ସମ୍ଭବ ହୋଇ ପାରୁ ନ...
