April 19, 2025

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଗ୍ରାମପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା

Share

                                                                                                                                                                                   କଳାହାଣ୍ଡି,କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଗ୍ରାମପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l

ସରକାର ଙ୍କ ନିର୍ଧେଶ କ୍ରମେ ଏହିପରି ଗ୍ରାମ ସଚେତନତା ବିଶିଷ୍ଠ କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ର ବିକାଶ ତଥା ଲୋକକଳା ର ବିକାଶ କୁ ଖୁବ ଶ୍ରଶଂସା ଦେଖିବାକୁ ମିଲୁଛି l

ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ
ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ଟିପିଗୁଡା ସରପଞ୍ଚ ଶ୍ରୀଯୁକ୍ତ ହାତୀରାମ ଦୁର୍ଗା, ଏକ ନମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଗୋପୀନାଥ ମହାନନ୍ଦ, ପଞ୍ଚାୟତ ପି ଇ ଓ ନେତ୍ରନନ୍ଦ ସାହୁ,ଜି ଆର ଅରୁଣ କୁମାର ଦୁର୍ଗା, ସମାଜ ସେବୀ ଶ୍ରୀଯୁକ୍ତ କୈବଲ୍ୟ ଦୁର୍ଗା, କବି ଓ କଳାକାର ଅବିନାଶ ଦୁର୍ଗା ପ୍ରଭୁତି ଅନେକ ବିଶିଷ୍ଠ ଭଦ୍ର ମାନ୍ୟଗୁଣ୍ୟ ଅତିଥି ଉପସ୍ଥିତ ରହି ଥିଲେ l

ଏଠାରେ ବିବିନ୍ନ ପ୍ରକାର ର ସରକାରୀ ବିଭାଗ ଯଥା ମିଶନ ଶକ୍ତି ମହିଳା ମାନେ ଅଂଶ ଗ୍ରହଣ କରିଥିଲେ l
ଲୋକ ନୃତ୍ୟ ଗୁମୁରା ସହିତ ଅନେକ କଳାକାର ମାନଙ୍କୁ ସାନମାନିତ ହେବା ସଙ୍ଗେ ସାମ୍ବାଦିକ ମାନଙ୍କୁ ଉପ
ଢକଣ ଦେଇ ସନ୍ନମl ନୀତ କରାଯାଇଥିଲା l
ସ୍ଥାନୀୟ ଅଂଚଳ ରେ ଏହି କାର୍ଯ୍ୟକ୍ରମ
ଶାନ୍ତି ଶୃଙ୍ଖଲା ର ସହ ସମ୍ପନ୍ନ ହୋଇଛି l

( ଚନ୍ଦ୍ର ଶେଖର ପାଳ,, କଳାହାଣ୍ଡି )