March 8, 2026

ଜିତୁ ନନାଙ୍କ ଏକାଦଶ କ୍ରିୟା ରେ ଯୋଗ ଦେଲେ ବିଭିନ୍ନ ସମାଜ ସେବୀ

IMG-20251213-WA0028
Share

      ମୋରଡା(ବିଭୂତି ରାଉତ)ଦୌବତାସେ ଦୁର୍ଘଟଣା ଜନିତ ଦୀର୍ଘ ୫ ବର୍ଷ ଧରି ବ୍ରେଇନ୍ ଷ୍ଟ୍ରୋକ ହେଲା ପରେ ବିଭିନ୍ନ ଡାକ୍ତରଖାନା ନେଇ ନୁଆନ୍ତ ହେଲା ପରେ ହଠାତ୍ brain stock ରେ ପରଲୋକ ହେଇଗଲେ। ସେ ଜଣେ ସମାଜ ସେବୀ କୁଷ୍ତ। ପାଖରେ ଥିବା ପାକଟିଆ ଶିବ ମନ୍ଦିର ନିର୍ମାତା ମିଶ୍ଠା ବାସୀ ସମାଜ ସେବୀ ପରପୋକରି। ଯାହାର ଦୁର୍ଘଟଣା ଘଟିଲେ ପ୍ରଥମ ଫୋନ କଲ୍ ଟିଏ ପାଇଲେ ଜିତୁ ନନାଙ୍କ ଦେଖା ମିଳେ। କିନ୍ତୁ ବିଧି ର ବିଧାନ ଏତେ ବିଚିତ୍ର ଯେ ଜିତୁ ମାନଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ। ସେ ପରଲୋକରେ ଆର

ପ।ରିକୁ ଚାଲିଗଲେ। ତାଙ୍କର ଅନ୍ତିମ କ୍ରିୟାନୁଶ୍ଠାନ ପାଇଁ ବିଭିନ୍ନ ମହଲର ଶୁଭେଚ୍ଛା ର ସୁଅ ଛୁଟି ଆସୁଛି। ଜିତୁ ନନ। ଜଣେ ପାକଟିଆ ଅଞ୍ଚଳ ରେ ଜଣାଶୁଣା ପରପୋକରୀ ମଣିଷ। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ରାଜନେତା ମାନେ ଆସି ଦର୍ଶନ କରିଥିଲେ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛେ ଯେ ତାଙ୍କର ଆତ୍ମ। ସବୁଦିନ ପାଇଁ ଚିରରୁଣି ହୋଇ ଏ ଅଞ୍ଚଳବାସୀ ପାଇଁ ପ୍ରୀୟଜନମାନସ ହୋଇ ରୁହନ୍ତୁ।