April 24, 2026

ବରିଷ୍ଠ କିରାଣୀ ସ୍ବର୍ଗତ ରାମ ଚନ୍ଦ୍ର ପଣ୍ଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ 

IMG-20251113-WA0038
Share

 

ଛତ୍ରପୁର ତା ୧୩/୧୧/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସହର ରିକାପଲ୍ଲୀ ର ବି ଯେ ପି ଗଞ୍ଜାମ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ପିତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଛତ୍ରପୁର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଏଥିରେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି ସୁବାସ ସାହୁ, ଗଙ୍ଗାଧର ପାତ୍ର, ଭୀମସେନ ବେହେରା,ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ,ବିଜେପି ନେତା ପ୍ରଶାନ୍ତ ନାୟକ, କୀର୍ତନ ଦାସ, ଓକିଲ ସଙ୍ଘ ସଭାପତି ପ୍ରଦୀପ ପାଢ଼ୀ,କାଉନସିଲର ଅମରେଶ ମହାରଣା, ଅରୁନ୍ଧତୀ ରାଓ, ଗଣେଶ ରାଓ,ବିଜେଡି ନେତା ଅଟଳ ବିହାରୀ ପଟନାୟକ, ରାଜି ବାବୁ, ଶଙ୍କର ଦାସ, B ଶ୍ରୀନିବାସ,ସମାଜସେବୀ ପୁଲିନ ପଟନାୟକ, ରାମା ରାଓ, ଓକିଲ ପି ଧର୍ମା ରେଡ୍ଡୀ,ବ୍ରଜ ମୋହନ ଆଚାର୍ଯ୍ୟ,ସହର ର ବହୁ ମାନ୍ୟ ଗଣ୍ୟ ବକ୍ତି ରାଜ ନେତା ମାନେ ପହଂଚି ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ