June 12, 2026

ଭେଡେନ କଲ୍ୟାଣ ମଣ୍ଡପରେ ,  ଚକ୍ଷୁ ଚିକିତ୍ସା ଶିବିର 

IMG-20250913-WA0043
Share

 

ସୁରେନ୍ଦ୍ର କଠାର,ବରଗଡ

 

-ଅମୃତ୍ କୁଟୁମ୍ ଭେଡେନ୍ ଓ ତ୍ରିଲୋଚନ୍ ନେତ୍ରାଳୟ ସମ୍ବଲପୁର୍ ର ମିଳିତ ସହଯୋଗରେ ପଞ୍ଚମ ଚକ୍ଷୁ ଚିକିତ୍ସା ଶିବିର ଭେଡେନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ୍ ହୋଇଯାଇଛି |ଏହି ଶିବିରରେ ୨୪୧ ଜଣ ଯୋଗଦେଇ ଚିକିତ୍ସିତ୍ ହୋଇଥିଲେ | ୯୪ ଜଣକୁ ଚାଲସିଆ ଚଷମା ମାଗଣାରେ ଦିଆଯାଇଥିଲା |୧୦୦ ଜଣ୍ ରୁ ଅଧିକ ରୋଗି ଙ୍କର୍ ମାଗଣାରେ ସୁଗର୍ ପରିକ୍ଷା କରାଗଲା।୩୦ ଜଣ ରୋଗି ମୋତିଆବିନ୍ଦୁ ଅସ୍ତ୍ରୋପଚାର୍ ଲାଗିଁ ଚିହ୍ନଟ୍ ହେଲେ।ମୋତିଆବିନ୍ଦୁ ଚିହ୍ନଟ୍ ୩୦ ଜଣ ରୋଗି ମାନକୁଁ ଅସ୍ତ୍ରୋପଚାର୍ ଲାଗିଁ ତ୍ରିଲୋଚନ୍ ନେତ୍ରାଳୟ ସମ୍ବଲପୁର୍ କେ ପଠାଗଲା। ଏହି ଶିବିରଟିକୁ ଅମୃତ୍ କୁଟୁମ୍ ର ସମସ୍ତ ସଦସ୍ଯ ଗଣ ଯୋଗଦେଇ ସଫଲ୍ କରିଥିଲେ।

You may have missed