March 11, 2026

ଧନୁର୍ଜୟପୁର ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ।

a22833a4-051f-402b-9afb-78d3156e1b7d
Share

ହାଟଡିହୀ :ହାଟଡିହି ବର୍ତ୍ତମାନ ଶ୍ରବଣ ମାସ ଚାଲିଥିବାରୁ ଚାରା ରୋପଣ କରିବାକୁ ଉକ୍ଟ୍ରଷ୍ଟ ସମୟ। ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ କରି ଶିକ୍ଷାନଷ୍ଠାନ ଗୁଡ଼ିକରେ ଚାରା ରୋପଣ କରାଯାଉଛି। ତେଣୁ ସେହି କ୍ରମ ରେ ଗୁରୁବାର ଦିନ ଧନୁର୍ଜୟପୂର୍ ଉଚ୍ଚ ବିଦ୍ୟାଳୟ ରେ ଚାରା ରୋପଣ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ରୁ ମହିଳା ମାନେ ଯୋଗ ଦେଇଥିଲେ। ଯାହାକି ମା ଥାନପତି ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ରୁ ରାଧିକା ପଇଦା, ସସ୍ମିତା ପ୍ରଧାନ, ସତ୍ୟଭାମା ଗିରି, ଗହମୀ ପାଇଦା, ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ଅନିତା ନାୟକ, ଯମୁନା ପଇଦା, ସବିତା ମହାକୁଡ଼ ସରସ୍ଵତୀ ନାୟକ, ମା ବଉଳା ଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ରୁ ରଞ୍ଜିତା ଗିରି, ଦିପାଞ୍ଜଳି ନାୟକ, ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ବସନ ଗିରି, ରଞ୍ଜନା ନାୟକ, ମନ୍ଦାକିନୀ ନାୟକ, ସୌଦାମିନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରେ ବିଶ୍ବରଂଜନ ବେହେରା ରାଇସିଂ ମୁଣ୍ଡା , ପ୍ରଧାନ ଶିକ୍ଷକ , ବରିଷ୍ଠ ଶିକ୍ଷକ ଅଚୂତ ସେଠୀ, ବିଶ୍ଵନାଥ ମାଝୀ, ମନସ୍ୱନି ଖମାରୀ, ରାଜସ୍ୱରୀ ବାରିକ, ରାଜେଶ କୁମାର ପଣ୍ଡା, ସତ୍ୟ ନାରୟଣ ଜେନା, ଠାକୁର ଟୁଡୁ, ଭାଗିରଥି ପଲେଇ ପ୍ରମୁଖ ଯୋଗ ଦେଇଥିଲେ।
[19:55, 13/07/2023] Ganesh Bisoi Media: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।