June 8, 2026

 ଥାନାରେ ଯୋଗ ଦେଲେ ନୂଆ ଥାନା ଅଧିକାରୀ।

ed8478a3-b53e-45aa-8963-2b7c904968a4
Share

ହାଟଡିହି କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ରେ ନୂତନ ଅଧିକାରୀ  ଭାବେ ରବୀନ୍ଦ୍ର କୁମାର ପାତ୍ର ନୂତନ ଗୁରୁବାର ଥାନା ରେ ଯୋଗ ଦେଇଛନ୍ତି । ପୂର୍ବରୁ ଥିବା ଥାନା ଅଧିକାରୀ ଭାବେ ଗଗନ ବିହାରୀ ବିଶ୍ଵାଳ ପ୍ରଥେମେ ଆନନ୍ଦପୁର ଥାନା ରେ ଥାନା  ଅଧିକାରୀ  ଦାୟିତ୍ୱ ନିର୍ବାହ କରିବା ପରେ ସୋସ ଥାନାରେ କାମ କରିଆସିଛନ୍ତି ଶେଷରେ ନନ୍ଦିପଦା ରେ ଥାନା ରୁ ଏସ୍ଡିପିଓ ଭାବେ   ପ୍ରମୋସନ୍ ପାଇ ବଦଳି ହୋଇଛନ୍ତି । ଏଠାକୁ ନୂଆ କରି ଆସିଥିବା ଶ୍ରୀଯୁକ୍ତ ପାତ୍ର ପୂର୍ବରୁ  ଉଦିତ ନଗର ଥାନା ଅଧିକାରୀ ରାଉରକେଲା ଜିଲ୍ଲା ରେ କାର୍ଯ୍ୟ କରି ଆସୁଥିଲେ।
[19:57, 13/07/2023] Ganesh Bisoi Media: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed