April 28, 2026

ବାରାହାନଷ୍ଟ କଲା ଚାଷୀଙ୍କ ଫସଲ.. 

IMG-20260313-WA0058
Share

 

 

ବେଗୁନିଆ , (ଉପାନ୍ତ ଖବର, ମାନସ ରଞ୍ଜନ କର) ବେଗୁନିଆ ଗ୍ରାମରେ ମା’ବରମୂଳେଇଙ୍କ ନିକଟ ରେ ଜମିରେ ଚାଷି ସର୍ବେସ୍ଵର ସାହୁ (ଉଦି)ସବୁପ୍ରକାରର ଫସଲ କରି ଚଳିଥାନ୍ତି ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ପାଇଛନ୍ତି ଏ ବର୍ଷ ରବି ଫସଲରେ ମକା କରିଥିଲେ ସେହି ମକା ଫସଳକୁ ବାରାହା ଆସି କୁଦି ଦଳି ମକା ଓ ଅନ୍ୟ ଜାତୀୟ ଫସଲକୁ ନଷ୍ଟ କରିଦେଇଛନ୍ତି ସେ କୃଷି ବିଭାଗକୁ ଜଣାଇଥିଲେ ମଧ୍ଯ କେହି ଶୁଣୁ ନାହାନ୍ତି ସେ ଚାଷୀ ବର୍ତମାନ କରିବ କଣ ସରକାର ଯଦି କ୍ଷତି ହୋଇଥିବା ସେହି ଚାଷ ଜମିକୁ ତଦାରଖ କରି କିଛି ପ୍ରୋତ୍ସାହନ ଦିଅନ୍ତେ ଚାଷୀଜଣଙ୍କ ଉପକୃତ ହୁଅନ୍ତେ