March 11, 2026

ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ

IMG-20260213-WA0070
Share

 

 

ଭୁବନେଶ୍ଵର( ଦେବାଶିଷ ଦାଶ )

 

ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶଳୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟତୀୟ ଜନ ସମରୋହ ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ । ଶୁକ୍ରବାର ଲିଙ୍ଗରାଜ ମାର୍କେଟ ବମ୍ବେର ତୃତୀୟ ମହଲାର ଲାଇବ୍ଲେଣୀ ବଠାରେ ଅନୁଷ୍ଠିତ ସାମ୍ମାଦିକ ସମିଳନୀରେ ଅନୁଷ୍ଠାନର କରାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ଭାରତରାୟ, ଉପସଭାପତି ତଥା ଭୁବନେସ୍‌ସର ଏକାମ୍ର ବିଧାୟକ ବାବୁ (କ, ଅନାଳମ ଉପସଭାପତି ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ତଥା ବରିଷ୍ଠ ଆଇନଜୀତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଅନୁକୂଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସମ୍ମାଦିକ ସନନ୍ଦ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ୩୭ ବର୍ଷ ପୂର୍ତି ହେଉଥିବାରୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଶିବରାତ୍ରି ମହାବକ ମହାସମାରୋହରେ ଅଧୁକ ଯାକଜମକରେ ପାଳନ କରାଯିବ । ମୁମ୍ବାଇର ଖ୍ୟାତନାମା କଳାକାର ନୀଦିନ ମୁକେଶ, କୁମଳା ସୁସ୍‌ବୁ ତିୱାରୀ, ମିଳୁର ବର୍ଣନ ସମେତ ସଙ୍ଗୀତ ନିର୍ଦ୍ଦେଶକ ମରୁଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଘର୍ବ ବ୍ୟଦନାମା କଦାକାର ଶ୍ରୀକରଣ, କୁମାର ବାପି, ସୌରଭ ନାୟକ, ସୁଶ୍ରୀ ଶୈଳନାମା ମହାପାତ୍ର, ସୁଧାନର ମିଶ୍ର, ମାନସୀ ପାତ୍ର, ରବୀନ୍ଦ୍ର ମହାପାତ୍ର, ପଦର ଦେହେଳା, ପିନାକୀ ନାୟକ,

ସେମାନେ ଚଢିଥିଲେ ଯେ, ମହାଶିବରାତ୍ରି ଦିନ ଲିଙ୍ଗରାଜ ଉତ୍କଳ ମଣ୍ଡପରେ ଭୋର ୪ ଘଟିକାକୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ସାହାପାଠ, ଶିବ ଦେତନା, ହରିହର ଭଜନ, ଗାମ ଚରିତ ମାନସ ପରାୟଣ ଓ ପ୍ରଚଳନ କରାଯିବା ପରେ ସନ୍ଧ୍ୟା ୨ ଘଟିକାକୁ ଭୋଗ ୫ଟା ପର୍ଯ୍ୟନ୍ତ କଳାପନ୍ତରୀୟ ଭିଜନ ସମାଲୋଚ ଅନୁଷ୍ଠିତ

ହେବ ।

ଏହି ଉଘବରେ ମହାମହିମ ରାଜ୍ୟପାଳ କରିବାକୁ କଣାମପାଟି, ମନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମାନ୍ୟବର ବିଧାୟକ, ସାଂସଦଙ୍କ ସମେତ ବହୁ ବିଶିଷ୍ଟ ଚାରି ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସଙ୍ଗୀତ ଜଗତର ଖ୍ୟାଳନାମ କଳାକାରମାନଙ୍କୁ ଏକାହା ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ସେମାନେ କହିଛନ୍ତି । ଏହି ସାମ୍ବାଦିକ ସମିଳନୀରେ ସେବାୟତ ନିଯୋଗ ମାନଙ୍କର ପ୍ରତିନିଧୁମାନଙ୍କ ସମେତ ବିଜେପିର ବରିଷ୍ଠ ନେତ୍ରୀ ଉକ୍ଷ୍ମୀ ମହାପାତ୍ର, କୋଷାଧ୍ୟକ୍ଷ କରିକାର ମହାସୁଆର, ଉରାରେତୁ ମହାନ୍ତି, ଯୁଗ୍ମ ସମ୍ପାଦକ ସ୍ଵାନିକ ପ୍ରଦ୍ୟୁମ୍ନ କୁମାର ମହାରି, ମୁକ୍ତପାତ୍ର ସାମ୍ମାଦିକ ଲିଙ୍ଗରାଜ ସାହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଳ, ବାବନ ଚନ୍ଦ୍ର ମହାପାତ୍ର, ଜୈବାରନଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରଚାର ପଟ୍ଟନାୟକ ଓ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।