April 26, 2026

ଶେରଗଡରେ ବ୍ରାଉନସୁଗାର ବିକୁଥିଲା, ଧରା ପଡିଲା 

IMG-20260213-WA0066
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଶେରଗଡ ଛକ ନିକଟରୁ ୧୨୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ। ଜଣେ ଅଭିଯୁକ୍ତ ଗିରଫ।‌ ଗିରଫ ଅଭିଯୁକ୍ତ ହେଲେ ଶେରଗଡର କୈଳାସ ମୁଖି। ତାଙ୍କ ନିକଟରୁ ସ୍କୁଟି ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାର ଓ ସ୍କୁଟିର ଆନୁମାନିକ ମୁଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଗିରଫ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ସହ କୋର୍ଟ ଚାଲାଣ କରାଯାଇଛି