ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ………….
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ଗୁରୁମା ମାନେ ନବରଙ୍ଗପୁର ମହାବିଦ୍ୟାଳୟ ରେ ଅନୁଷ୍ଟିତ ମୋ ଭାରତ ଓ ଯୁବ କ୍ରୀଡ଼ା ବିଭାଗ ଓଡ଼ିଶା ତରଫରୁ ଆୟୋଜିତ ନୃତ୍ୟ ପ୍ରତି ଯୋଗିତା ରେ ଭାଗ ନେଇ ପ୍ରଶଂସିତ ଏହା ଉକ୍ତ ବିଦ୍ୟାଳୟର ପ୍ରଥମ ଭାବେ ଯୋଗଦାନ କାରଣ ନୂତନ ଭାବେ ପ୍ରତିଷ୍ଟିତ ଏହି ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ଯୁବ ଭାରତ କାର୍ଯ୍ୟକ୍ରମ ରେ ଯୋଗ ଏକ ମହତ୍ୱ ପୂର୍ଣ୍ଣ କାରଣ ଉକ୍ତ କାର୍ଯ୍ୟକ୍ରମ ରେ ଭାଗନେବା ପାଇଁ ବୟସ ସୀମା ୧୫ ବର୍ଷ ରୁ ୨୮ ବର୍ଷ ରହିଥବା ବେଳେ ଏଥିରେ ଗୁରୁମା ମାନେ ଭାଗ ନେଇଥିଲେ ନବରଙ୍ଗପୁର ଜିଲାର ସଂସ୍କୃତି, ନିଶା ନିବାରଣ ଓ ଶିକ୍ଷାର ପ୍ରସାର ଦିଗରେ ଉନ୍ନତି ମୂଳକ ସଚେତନ ନୃତ୍ୟ ପ୍ରଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ମୋ ଭାରତ କାର୍ଯ୍ୟାଳୟର ସଂଯୋଜକ ବାଣୀ ମ୍ୟାଡ଼ାମ ପରିଚାଳନା କରିଥିଲା ବେଳେ ଡେପୁଟୀ କଲେକ୍ଟର ସଂଯୋଜନା କରିଥିଲେ ବିଚାରକ ମଣ୍ଡଳୀ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ।କରାଯାଇଥିଲା ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶ ଡଃ କୈଳାସ ଚନ୍ଦ୍ର ବେହେରା ଯୋଗଦେଇଥିଲେ ଉକ୍ତ ନୃତ୍ୟ କୁ ଗୁରୁମା ପୂଜା ସୁନା ନିର୍ଦ୍ଦେଶନା ଦେଇଥିବା ବେଳେ ମମତା ,ଇଶା, ଲିଶା,ଅମ୍ବିକା,ଅନିତା ଗୁରୁମା ମାନେ ନୃତ୍ୟ ପରିବେଷିତ କରି ପ୍ରଶଂସିତ ହୋଇଛନ୍ତି
