April 27, 2026
IMG-20251112-WA0047
Share

 

 

ବୁଧବାର ଦିନ ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ଗାଁ ଦିବସର ଯମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି କଳା କ୍ଷେତ୍ର ବରଗଡ ତରଫରୁ |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଭାଗବତ ପ୍ରଧାନ,ମୁଖ୍ୟବକ୍ତା ବାସୁଦେବ ମାଲବିଶୋଇ (ଆବାହକ କଳା କ୍ଷେତ୍ର )ସମ୍ମାନୀତ ଅତିଥି ଅକ୍ଷୟ କୁମାର କର୍ଣ୍ଣ (ଜିଲା ସଂଯୋଜକ କନ୍ଦମାଲ)ବିଜ୍ଞାନ ମହାନ୍ତି ଓ ଅରୁଣ ମେଣ୍ଡଲୀ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅମୃତ କୁମାର ବାରିକ,ଧନ୍ୟବାଦ ଅର୍ପଣ କରିଥିଲେ ସୌମ୍ୟରଂଜନ ନାଏକ |ବରଗଡ,ସୁରେନ୍ଦ୍ର କଠାର