ଅତାବିରାରେ ଯାଦବ ସମାଜର ବୈଠକ
ଅତାବିରା ସାପ୍ତାହିକ ବଜାର ପରିସରରେ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ସାଲମାଙ୍କ
ସଭାପତିତ୍ବରେ |ଏହି ବୈଠକରେ ବ୍ଲକର ବିଭିନ୍ନ ଗ୍ରାମରୁ ଯାଦବ ଭାଇମାନେ ଯୋଗଦାନ କରି କଣ କଲେ ଯାଦବ ସମାଜ ସାମାଜିକ ,ଅର୍ଥନୈତିକ ,ଶିକ୍ଷା ଦିଗ ରେ ଉନ୍ନତି କରିପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଅତାବିରାରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ ସମ୍ପର୍କରେ ମଧ୍ୟା ଆଲୋଚନା କରାଯାଇଥିଲା |ଏହି ବୈଠକରେ ମୋହନ କଠାର,ସୁରେନ୍ଦ୍ର କଠାର,ସନ୍ୟାସି ଠେଲା,କୁମରମଣି ଭୋଇ, *ବିରଞ୍ଚି ଭୋଇ* ,ଗଙ୍ଗା ଠେଲା,ଛାଲ ବନଛୁର,ଗୁରୁଦେବ ଭୋଇ,ଚନ୍ଦ୍ରଶେଖର ଭୁଏ,ରେନମାଲ ଜାଲ,ଜଗନ୍ନାଥ ଧରେଇ,ପୁସ୍ତମ ଭୋଇ,ମାଲିକ ମହାକୁର,ଶିବପ୍ରସାଦ ଦୀପ,ଚୁଡାମଣି ଦୀପ ,ଜଟାଧାରୀ ଭୁଏ ,ଅର୍ଜ୍ଜୁନ ଭୁଏ ପ୍ରମୁଖ ଯୋଗଦେଇଥିଲେ ଶେଷରେ ସୁଦାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |(ସୁରେନ୍ଦ୍ର କଠାର,ବରଗଡ)
