ଅବସରପ୍ରାପ୍ତ ଆର୍ମି ଅଫିସର ସୁବେଦାର ଦିଲ୍ଲୀପ କୁମାର ଙ୍କୁ ନିଜ ଜନ୍ମ ମାଟିରେ ସମ୍ବର୍ଦ୍ଧନା ..

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମଣା ହାଣ୍ଡି ଗ୍ରାମର ଶ୍ରୀ ଦିଲୀପ କୁମାର ବିଶୋଇ ଦୀର୍ଘ ତିରିଶ ବର୍ଷ ଧରି ଇଣ୍ଡିଆନ ଆରମି ରେ ସୁବେଦାର (ସବ ଇନସ୍ପେକଟର )ଭାବରେ କାର୍ଯ୍ୟ ରତ ଥିଲେ ସେ ଅବସର ନେଇ ନିଜ ଗାଁ ଢ଼ାମଣା ହାଣ୍ଡି ରେ ପହଞ୍ଚିବା ପରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. କୋଟପାଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ର ପୌରାଧକ୍ଷ ଏମ ଶଙ୍କର ରାଓ ନାଇଡୁ.ପୂର୍ବତନ କାଉନସିଲ ର ଦେବୀ ପ୍ରସାଦ ନାଇକ. ନରେନ୍ଦ୍ର ମାଝୀ.ବିଜେଡି ବରିଷ୍ଠ ନେତା ମୋହମ୍ମଦ ସଲିମ. ବିରେନ ବିଶୋଇ. ବିଜେପି ବରିଷ୍ଠ ନେତା ଗଣେଶ ଚନ୍ଦ୍ର ପଣ୍ଡା. ବ୍ଲକ ମିଡ଼ିଆ ଆସୋସିଏସନ ସଭାପତି ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ.ଓକିଲ ସଙ୍ଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ବ୍ଲକ ଉପା ଧକ୍ଷ ତପନ କୁମାର ପାଣିଗ୍ରାହୀ. କଲେଜ କର୍ମଚାରି ସୁଶାନ୍ତ ସାହୁ.ଟୁଟୁ ନାଇକ ଗୌରଭ କୁମାର ପୂଜା ପଣ୍ଡା ଙ୍କ ସମେତ ଛତିଶ ଗଡ଼ ଓ ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ବହୁ ମାଣ୍ୟ ଗଣ୍ୟ ବ୍ୟକ୍ତି. ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମ ବାସି ବ୍ୟାଣ୍ଡ ବାଜା. ବାଣ. ପୁଷ୍ପ ଗୁଚ୍ଛ ଦେଇ ସୀମାନ୍ତ ଶତିଶ ଗଡ଼ ରୁ ନିଜ ଗ୍ରାମ କୁ ପାଛୋଟି ନେଇ ଆସିଥିଲେ ଏ ସମ୍ପର୍କ ରେ ଶ୍ରୀ ଦିଲୀପ ସମାଜ ସେବା କରିବେ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. ସମସ୍ତ କାର୍ଯକ୍ରମ ର ପରିଚାଳନା ସଂଜୀବ କୁମାର (ସାନବାବୁ )କରିଥିବା ଗ୍ରବାସୀ ପ୍ରକାଶ କରିଛନ୍ତି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବତ
