ଗାଙ୍ଗପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ; ସୁସ୍ଥ ସମାଜ ପାଇଁ ପ୍ରଦୂଷଣ ଏବଂ ଦୂର୍ନୀତି ଲୋପ ହେବା ଜରୁରୀ : ବିଧାୟକ
ବେଲଗୁଣ୍ଠା, ୧୨/୦୭, ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମାଆଙ୍କ ପାଇଁ...
