April 13, 2025

କୋଟପାଡ଼ ବ୍ଲକର ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁସ୍ମାନ ଭାରତ ଯୋଜନା ର ଶୁଭାରମ୍ଭ 

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୁନାର ବେଲି ନୂଆଗାଁ. ମୂର୍ତହାଣ୍ଡି. କୁସୁମୀ ଓ ଚାନ୍ଦିଲି ରେ ଏହି ଯୋଜନା ର ଶୁଭାରମ୍ଭ ହୋଇଯାଇଛି.କୁସୁମୀ ପଞ୍ଚାୟତ କାର୍ଯାୟଳୟ ଠାରେ କୁସୁମୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୁସ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଗଣେଶ କୁଲଦୀପ ଙ୍କ ଅଧକ୍ଷତା ଆୟୋଜିତ କାର୍ଯ୍ୟକ୍ରମ ରେ ଡାକ୍ତର ଶୁଭଜିତ ନାୟକ. ସରପଞ୍ଚ ସନ ମତି ଗାଦବା. ସମତି ସଭ୍ୟା ଭାରତୀ ଭତରା. ଫୋର୍ମାସିଷ୍ଟ ଅଶୋକ ସାହୁ.ଉପ ସ୍ଥିତ ଥିବା ବେଳେ. ମୁର୍ତହାହାଣ୍ଡି ରେ ମଧ୍ୟ ଡାକ୍ତର ରାଗିଣୀ. ଫାର୍ମାସିଷ୍ଟ ତାପସ ପରିଡା. ସ୍ୱପ୍ନା ରାଉତ. ଧର୍ମୁ ବିଶ୍ୱାଳ ଙ୍କ ଉପସ୍ଥିତ ରେ କାର୍ଯା କ୍ରମ ହୋଇଥିଲା I ଚାନ୍ଦିଲି ରେ ମଧ୍ୟ ଡାକ୍ତର ମୁଖ୍ୟ ପ୍ରଦ ୟଗେଶ୍ୱେର କ୍ରିଷା ଫାର୍ମାସିଷ୍ଟ ସଞ୍ଜୟ ସାହୁ.ସରପଞ୍ଚ ସୁଶ୍ରୀ ପୁଷ୍ପା ପୂଜାରୀ. ସାଂସଦ ପ୍ରତିନିଧି ରମେଶ୍ୱେର ଜେନା.ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀ ପଟ୍ଟନାୟକ.କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ ସମ୍ପାଦକ ପଦ୍ମନ ବିଶଷୋୟୀ. ବିକାଶ ପଟ୍ଟନାୟକ. ନୀଳକଣ୍ଠ ଭତରା. ବିନାୟକ ଆଚାର୍ଯ୍ୟ ଙ୍କ ସମେତ ବହୁବିଜେପି କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଉପସ୍ଥିତ ଥିଲେ. ଏ ପି ଡି ଗଣେଶ କଁଅର ଏବଂ ସନ୍ତୋଷ ଵାଘ ସିଂହଂ ଚାରି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କ୍ରମ କୁ ପରିଦର୍ଶନ କରି ଫୋଟ ଉତ୍ତଳନ କରି ପ୍ରଶାସନ କୁ ପଠଉ ଥିବାର ଜଣା ଯାଇଛି Iପୁରୁଷ ଙ୍କ ପାଇଁ ୫ଲକ୍ଷ, ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଦେୟ ମୁକ୍ତ ଚିକିତ୍ସା ୭୦ ବର୍ଷ ରୁ ଅଧିକ ପାଇଁ ଆୟୁଷ୍ମାନ ବୟୋବନ୍ଦନା, ଉପକୃତ ହେବେ ୨୩ ଲକ୍ଷ ହିତାଧିକାରୀ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିବାର ଜଣାଯାଇଛି. ଦେଶ ରେ ଛ ବର୍ଷ ପୂର୍ବ ରୁ ଆରମ୍ଭ ହୋଇଥିବା ଯୋଜନା ବର୍ତ୍ତମାନ ଓଡିଶା ରେ ଆରମ୍ଭ ହୋଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା