June 15, 2026

ଉମରକୋଟ ଜ।ମରୁଣ୍ଡ। ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କୃମି ନାଶକ ଦିବସ ପାଳିତ……….

Share

ଉମରକୋଟ :-(ଏମ୍.ଦିନା°ଶୁଆଚାରୀ)ଉମରକୋଟ ବ୍ଲକ ଅନ୍ତର୍ଗତ

ଜ।ମ ରୁଣ୍ଡ। ଠାରେ ଥିବା ନଡ।ଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ କୃମି ନାଶକ ଦିବସ ପାଳନ ହେଇ ଯାଇଛି। ମୁଖ୍ୟ ଉତ୍ସ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶିଲ। ମାଝି ଯୋଗ ଦେଇ କିଛି ଛାତ୍ର ଛାତ୍ରୀ ଙ୍କୁ କୃମି ବାଟିକା ଖୁଆଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂଜାରୀ ଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଡକ୍ଟର ହିମାଂଶୁ ମିଶ୍ର , ବ୍ଲକ ବିଜେଡି ସଭାପତି ଦେବି ସିଂ ମାଝି , ଅଧ୍ୟକ୍ଷ ଘନ ଶ୍ୟାମ ମାଝି, ଶିକ୍ଷକ ପ୍ରଦୀପ ମିଶ୍ର , ଜନ ସ୍ଵାସ୍ଥ୍ୟ ଅଧିକ। ରି ପ୍ରଶାନ୍ତ କୁମାର ମଲ୍ଲିକ ଓ ସ୍କୁଲ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

You may have missed