ଖବର ଆଜିର
*ଖବର ଆଜିର*
*ତାରିଖ ୧୧/୦୭/୨୩, ମଙ୍ଗଳବାର*
*୧-ରାଜ୍ୟ କ୍ୟାବିନେଟରେ ୯ ପ୍ରସ୍ତାବକୁ ମୋହର,ପଞ୍ଚାୟତ ବିଭାଗର ନୂଆ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ । ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୫୦ ଲକ୍ଷ।*
*୨-ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ, ଛୁଇଁଲେ ବ୍ଯାପିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।*
*୩-ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା :ନବମ ଦଶମ ପିଲାମାନଙ୍କୁ ଟି ସାର୍ଟ ,ଜୋତା ମୋଜା;୧୫ ସୁଦ୍ଧା କ୍ରୟ ଓ ବଣ୍ଟନ ସାରିବାକୁ ନିର୍ଦ୍ଦେଶ।*
*୪-ଭୁବନେଶ୍ବର: ବଜ୍ରପାତରେ ପୃଥକ ପୃଥକ ସ୍ଥାନରେ ୪ ମୃତ, ୨ ଗୁରୁତର ହୋଇଥିବା ସୂଚନା।*
*୫-ଏକକ ବାତାୟନ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ:୩୨୬୬କୋଟିର ୧୧ ପ୍ରକଳ୍ପ ଅନୁମୋଦିତ ,୯୧୪୬ ନିଯୁକ୍ତି ସମ୍ଭାବନା।*
*୬-ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜିଓ ଟେକ୍ନିକାଲ୍ ଇନଭେଷ୍ଟିଗେସନ୍।*
*୭-ମହୀଧରପୁର:ହାତୀ- ମଣିଷ ଲଢେଇ;୬ ମାସରେ ୨୦ ମଲେଣି।*
*୮-ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ।*
*୯-ଚାଷୀଭାଇମାନଙ୍କ ଚିନ୍ତା ବଢାଇଲାଣି ସ୍ବଳ୍ପ ବୃଷ୍ଟି:୧୮ ଜିଲ୍ଲାରେ ମରୁଡି ଆଶଙ୍କା।*
*୧୦-ପିଜିଆଇ ରିପୋର୍ଟରେ ରାଜ୍ୟର ବିକଳ ଚିତ୍ର: ଡିଜିଟାଲ ଶିକ୍ଷାରେ ବି ପଛରେ ପଡିଛି ଓଡ଼ିଶା।*
*୧୧-କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁ:ଚୁଲି ଜାଳୁଥିବା ବେଳେ ସାନିଟାଇଜର ବିସ୍ପୋରଣ, ୨ ନାବାଳିକା ଗୁରୁତର।*
*୧୨-OTP ଶେୟାରିଂ ମାମଲା: ମାଷ୍ଟରମାଇଣ୍ଡ ପାଖକୁ ଟଙ୍କା ପଠାଇଥିବା ମାନିଲା ଅଭିଯୁକ୍ତ ଅଭିଜିତ।*
*୧୩-ଆଖିଧରାକୁ ନେଇ ଘରେ ଘରେ ଆତଙ୍କ! ରାଜ୍ୟରେ ବଢ଼ୁଛି ଆଖିଧରା ରୋଗୀଙ୍କ ସଂଖ୍ୟା।*
*୧୪-ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୧ରୁ ପ୍ରବଳ ବର୍ଷା !*
*୧୫-ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ କଲେ ଆଲୋଚନା।*
*୧୬-ଲକ୍ଷ୍ନୌ:ଟ୍ୟାମ୍ପୋ ଭ୍ୟାନ୍କୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର; ୯ ମୃତ, ୭ ଆହତ।*
*୧୭-ଉତ୍ତର ଭାରତରେ ଜଳପ୍ରଳୟ । ଅଧା ଭାରତରେ ବେହାଲ କରୁଛି ବନ୍ୟା । ବର୍ଷା ସାଜିଛି କାଳ।*
*୧୮-କୋରାପୁଟ:ପାହାଡ଼ରୁ ଖସିଲା ପଥର, ବିଶାଖାପାଟଣା-କୋରାପୁଟ ରେଳ ଚଳାଚଳ ବନ୍ଦ।*
*୧୯-ଅଧିକ ମଜବୁତ ହେବ ଭାରତୀୟ ନୌସେନା: ଫ୍ରାନ୍ସଠୁ ମେରାଇନ ରାଫେଲ ବିମାନ କିଣିବ ଭାରତ।*
*୨୦-ଚୀନର ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ କଲା ଯୁବକ, ୬ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ସାମିଲ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*