June 12, 2026

ସାନଖେମୁଣ୍ଡି ରଜକ ସମାଜ ବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ..

IMG-20260611-WA0048
Share

 

ସାନଖେମୁଣ୍ଡି :(ବିଜୟ କୁମାର ପ୍ରଧାନ )ସାନଖେମୁଣ୍ଡି ତାଲୁକା ରଜକ ସମାଜ ବାର୍ଷିକ ସମ୍ମିଳନୀ ସାହାସପୁର ସ୍ଥିତ ରଜକ ସମାଜ କୋଠ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି! କୃଷ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାବେଶରେ ମୁଖ୍ୟ ଅତିଥି ବିଧାୟକ ରମେଶଚନ୍ଦ୍ର ଜେନା ଯୋଗ ଦେଇ ରକକ ସମାଜ ନବ ନିର୍ମିତ ପାକଶାଳା ଗୃହ ଉଦଘାଟନ କରିଥିଲେ! ରଜକ ସମାଜରେ ଏକତା ରକ୍ଷା ଶିକ୍ଷାର ବିକାଶ ସୁସମ୍ପର୍କ ରକ୍ଷା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରାଯିବା ସହ ସାନଖେମୁଣ୍ଡି ତାଲୁକା ରଜକ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା! ସର୍ବସମ୍ମତି କ୍ରମେ ସଭାପତି ଭାବେ କାଳୁଚରଣ ସେଠୀ ସମ୍ପାଦକ ମାଧବ ସେଠୀ ସହ ସମ୍ପାଦକ କୁନା ସେଠି ଉପସଭାପତି ପ୍ରକାଶଚନ୍ଦ୍ର ସେଠି କୋଷାଧ୍ୟକ୍ଷ ତାରିଣୀଚରଣ ସେଠୀ ଜିଲ୍ଲାସଭ୍ୟ ବାସବ ସେଠୀ ଉପଦେଷ୍ଟା କୃଷ୍ଣଚନ୍ଦ୍ର ସେଠୀ ନରସିଂହ ସେଠୀ ସହଦେଵ ସେଠୀ ଗୋବିନ୍ଦ ସେଠୀ କବିରାଜ ସେଠୀ କାର୍ଯ୍ୟକାରୀ ସଭ୍ୟ ବଲ୍ଲବ ସେଠୀ ସୁଧୀର ସେଠୀ ଭିକାରୀ ସେଠୀ ରା଼ମ ସେଠୀ ମୁନା ସେଠୀ ପ୍ରମୁଖ ନିର୍ବାଚିତ ହୋଇଥିଲେ।