June 12, 2026
ajiro khabar
Share

 

 

୧-ରାଜ୍ୟରେ ବର୍ଷା ଓ କାଳବୈଶାଖୀ ଜନିତ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନା।୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD।

 

୨-ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; NDA ବୈଠକ ଓ ନୀତି ଆୟୋଗ ସଭାରେ ରଖିବେ ଓଡ଼ିଶାର ସ୍ୱର।

 

୩-ଭୁବନେଶ୍ୱର:୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ମିଳିଲା।

 

୪-ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି।

 

୫-ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ, କହିଲେ- ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ।

 

୬-ଚାନ୍ଦିପୁରରେ ଡିଆରଡିଓର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ବଢ଼ିଲା ଭାରତର ପ୍ରତିରକ୍ଷା ଶକ୍ତି।

 

୭-ଭୁବନେଶ୍ୱର:’ରଜ’ ପାଇଁ ସୋମବାର ଖୋଲା ରହିବ ନନ୍ଦନକାନନ।

 

୮-କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀଚନ୍ଦନଙ୍କ ମୃତ୍ୟୁ ରହସ୍ୟ ଘନେଇଲା; ରୁଜୁ ହେଲା ହତ୍ୟା ମାମଲା।

 

୯-ଭୁବନେଶ୍ୱର:ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜୋରଦାର, ୧୨ ଦିନରେ ୯୪% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ, ଜୁନ୍ ୨୮ ଶେଷ ତାରିଖ।

 

୧୦-ଓଡ଼ିଶା ଗାଁରେ ଆନ୍ଧ୍ରର ଦାଦାଗିରି; କୋଟିଆରେ ହେଲା ଆନ୍ଧ୍ର ମନ୍ତ୍ରୀଙ୍କ ସଭା।

 

୧୧-କଣ୍ଟାମାଳ:ଗରମରୁ ମରିଗଲେ ୭ ହଜାର କୁକୁଡ଼ା, ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ।

 

୧୨-ଟିମ୍ ଇଣ୍ଡିଆକୁ ଫେରିଲେ ହିଟମ୍ୟାନ, ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ନେଟ୍ସରେ କଲେ ଝାଳବୁହା ଅଭ୍ୟାସ।

 

୧୩-ଆଇସିସି ମହିଳା ଟି୨୦ ବ୍ୟାଟର ମାନ୍ୟତା ; ଶୀର୍ଷ ୧୦ରେ ଅଛନ୍ତି ହରମନପ୍ରୀତ।

 

୧୪-କଂଗ୍ରେସରେ ଟିଏମସିର ବିଲୟ କରାନ୍ତୁ, ଦେବୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ, ମମତାଙ୍କୁ ସୋନିଆଙ୍କ ବଡ ଅଫର।

 

୧୫-ମୁମ୍ବାଇ:ମମତାଙ୍କ ପରେ ଏବେ ଉଦ୍ଧବଙ୍କ ପାଳି, ପୁଣି ଆକ୍ଟିଭ୍ ହେଲା ଅପରେସନ ଟାଇଗର, ଶିବସେନା ୟୁବିଟି ୭ ସାଂସଦ ବଦଳାଇପାରନ୍ତି ଦଳ।

 

୧୬-ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

 

୧୭-କୋଲକାତା:କାବା ମଦୀନା ଗାଇଥିବା ସାୟୋନୀ ଘୋଷ ବି ଛାଡିବେ ଟିଏମସି, ବିଦ୍ରୋହୀ ଗୋଷ୍ଠୀରେ ହେବେ ସାମିଲ୍‌।

 

୧୮-PoKରେ ଜନତାଙ୍କ ଉପରେ ଗୁଳି ଚଳାଉଥିବା ପାକ୍ ସେନାର ହେଲିକପ୍ଟର କ୍ରାସ୍, ଜଳିଗଲେ ୨୧ ଜଣ ସେନା କର୍ମଚାରୀ।

 

୧୯-ନୂଆ ଦିଲ୍ଲୀ:ତେଲ ଜାହାଜ ଉପରେ ଆମେରିକାର ଆକ୍ରମଣରେ ୩ ଭାରତୀୟ ନିଖୋଜ, ୟୁଏସ୍ ଅଧିକାରୀଙ୍କୁ ତଲବ।

 

୨୦-‘ଚୁକ୍ତି କରିବାରେ ବିଳମ୍ୱ କରିଦେଲ, ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆକ୍ରମଣ ପରେ ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ।

 

୨୧-ମୁଜାଫରାବାଦ: ୩୨ ମୃତ, ଇଣ୍ଟରନେଟ୍ ଉପରେ ବ୍ୟାନ, ପାକିସ୍ତାନ ବିରୋଧରେ ବିଦ୍ରୋହ, ୪ ନେତାଙ୍କ ଉପରେ କୋଟିଏ ପୁରସ୍କାର।