ସ୍ନାନ ବେଦିରେ ଦର୍ଶନ ଦେଲେ ଚତୁର୍ଦ୍ଧା ପୂର୍ଣ୍ଣାଙ୍ଗ ବିଗ୍ରହ ମୂର୍ତ୍ତୀ ଜଗୁଲେଇ ପାଟଣା,ଖୋର୍ଦ୍ଧା।
ଖୋର୍ଦ୍ଧା:୧୧/୦୬ । (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ନିକଟସ୍ଥ ଜଗୁଳେଇ ପାଟଣା ଅନନ୍ତପୁରୁଷୋତ୍ତମ କ୍ଷେତ୍ରରେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ପୂର୍ଣ୍ଣାଙ୍ଗ ଚତୁର୍ଦ୍ଧା ବିଗ୍ରହ ମୂର୍ତ୍ତୀ। ମହାପ୍ରଭୁ ଜଗନ୍ନାଥଙ୍କ...