June 14, 2025

ଅତାବିରା ବ୍ଲକର ବିଭିନ୍ନ ଧାନ ମାର୍କେଟ ୟାର୍ଡ ପରିଦର୍ଶନ କଲେ ଅତାବିରା କଂଗ୍ରେସ 

IMG-20250610-WA0053
Share

 

 

ଆଜି ମଂଗଲବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତାବିରା ବ୍ଲକର ବିଭିନ୍ନ ଧାନ ମାର୍କେଟ ୟାର୍ଡ ଅତାବିରା କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଅଭିଷେକ ସେଟ ଓ ଯୁବ ନେତା ଉମାଶଂକର ଭୋସାଗର ପରିଦର୍ଶନ କରି ଚାଷୀମାନଙ୍କର ସମସ୍ୟା ଉପରେ ତଦନ୍ତ କରି ସମସ୍ୟା ଗୁଡିକ କିପରି ଭାବରେ ସମାଧାନ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ |