March 7, 2026

ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ପୁରିଷଦର ବାଇଶି ପଞ୍ଚାୟତ ରେ ବିଜେପି କାର୍ଯ୍ୟାଳୟ ଉଦଘାଟନ ….

dadu
Share

ନିର୍ବାଚନ କୁ ଆଖି ଆଗରେ ରଖି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପୁରୀ ସଦରରେ ବାଇଶି ଟି ଗ୍ରାମପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ କୁ ନଡ଼ିଆ ବାଡେଇ ଦୀପ ଲଗାଇ ଉଦଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହିତ ବାଦଲ କୁମାର ବେହେରା, ଅନିଲ କୁମାର ସାହୁ, ଉମାକାନ୍ତ ନାୟକ ଙ୍କ ସହିତ ଶତାଧିକ କର୍ମୀ ବାଇକ ଶୋଭାଯାତ୍ରା ରେ ଆସି ବାଇସିଟି ଯାକ ଗ୍ରାମପଞ୍ଚାୟତ ରେ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)