ଆଜିର ଖବର…
୧-ଇସ୍ତଫା ଦେଲେ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରୀ ରାଜକୁମାର ଆନନ୍ଦ, ଦଳ ବି ଛାଡ଼ିଲେ..
୨-ଅନିଲ ଅମ୍ବାନୀଙ୍କୁ ଡିଏମଆରସି ମାମଲାରେ ସୁପ୍ରିମ୍ ଝଟକା.. ହାତରୁ ଚାଲିଗଲା ୮ ହଜାର କୋଟି..
୩-ସନ୍ଦେଶଖାଲି ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ..
୪-ବିଜେପିରୁ ଇସ୍ତଫା ଦେଲେ କଳାହାଣ୍ଡି ଜିଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ..
୫-ବିଭ୍ରାନ୍ତିକର ବିଜ୍ଞାପନ ମାମଲା.. ଗ୍ରହଣ ହେଲାନି ରାମଦେବଙ୍କ କ୍ଷମା.. ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ..
୬-ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି..
୭-୩୮ ଜଣିଆ ସଦସ୍ୟଙ୍କୁ ନେଇ ଇସ୍ତାହାର କମିଟି ଗଠନ କଲା ବିଜେଡି..
୮-ଓଆରଏଚଡିସି ଦୁର୍ନୀତି ମାମଲା.. ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା.. ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ..
୯-ଜୟପୁରରେ ଦୁଇ ବାଇକ ଧକ୍କା.. ୩ ମୃତ , ୪ ଗୁରୁତର..
୧୦-ମାଲକାନଗିରିରୁ ଛତିଶଗଡ ଯିବାବେଳେ କାରରୁ ୩ଲକ୍ଷରୁ ଅଧିକ ଟଙ୍କା ଜବତ..
୧୧-ଆଉ ଟାଟୁ କରିପାରିବେନି ପୁଲିସ୍ କର୍ମଚାରୀ.. ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ..
୧୨-ଛତିଶଗଡ ଦୁର୍ଗ ଜିଲ୍ଲା କୁମ୍ଭାରୀ ଖପରି ରୋଡରେ ୫୦ ଫୁଟ୍ ତଳକୁ ଖସିଲା ବସ୍.. ୧୨ ମୃତ, ୧୫ ଆହତ.. ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି..
୧୩-ଝଡ଼ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ମିଳିଥିଲା.. ଆସନ୍ତା ୨ଦିନ ପରେ ପୁଣି ବଢିବ ଦିନ ତାପମାତ୍ରା..
୧୪-ବନକଲାଗି ନୀତି.. ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ..