March 11, 2026

ଏବିଭିପି ପକ୍ଷରୁ ବନ ବିହାର କାର୍ଯ୍ୟକ୍ରମ

IMG-20230311-WA0004
Share

 

 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତଥା ବାଲେଶ୍ଵର ଜିଲ୍ଲା ର ନୀଳଗିରି ନଗର ତରଫରୁ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ନୀଳଗିରି ର ବିଭିନ୍ନ କଲେଜ୍ ରୁ ଛାତ୍ର ଛାତ୍ରୀ ମାନେ ଆସି ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ବୋହୁ ପୁରାତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ନଗର ସମ୍ପାଦକ ସାଇ ସତ୍ୟ ପ୍ରକାଶ ପ୍ରଧାନ ପରିଚାଳନା କରିଥିଲେ।

SFD ପ୍ରମୁଖ ଫାଲଗୁନୀ ଦାଶ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିରଞ୍ଜନ ଜେନା, ସଞ୍ଜୀବ ମହାରଣା, ଜଗଦୀଶ ଟୁଡୁ, ଜୟନ୍ତି ନାୟକ, ଅକ୍ଷୟ ବେହେରା ଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

 

ବ୍ୟୁରୋ ରିପୋର୍ଟ,,,