July 14, 2026

ଗଞ୍ଜାମ ର ଗୌରବ ସୂଦୀକ୍ଷା ଦାସଙ୍କ 

IMG-20230211-WA0002
Share

 

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଫେବୃଆରୀ 4ତାରିଖ ଠାରୁ 8ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେଇଥିଲା l ଗଞ୍ଜାମ ସହର ଅନ୍ତର୍ଗତ ଜୟଶ୍ରୀ କେମିକାଲସ୍ ବିଦ୍ୟାଳୟର ଛାତ୍ରୀ 14 ବର୍ଷରୁ କମ୍ 80ମିଟର ବାଧାଦୌଡ ପ୍ରତିଯୋଗୀତାରେ ସୁଦୀକ୍ଷା ଦାସ ଦିତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲା ଓ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଜୟ ଲକ୍ଷ୍ମୀ ମହାନ୍ତିଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଖେଳ ଶିକ୍ଷକ ସୁନୀଲ କୁମାର ଦାସଙ୍କ ତତ୍ତ୍ବାବଧାନରେ ପାରାଦ୍ବୀପ ଗସ୍ତ କରି ସଫଳତାର ସହ ଫେରିଛନ୍ତି।

You may have missed