କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା-୨୦୨୫ର ତୃତୀୟ ଦିବସ ଅନୁଷ୍ଠିତ

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ ) କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ତୃତୀୟ ଦିବସରେ ମୁଖ୍ୟ ଅତିଥି ରୁପେ ଶ୍ରୀ ନିହାର ରଞ୍ଜନ କଅଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ରାୟଗଡ଼ ଯୋଗ ଦେଇଥିଲେ ଏବଂ ଶ୍ରୀ ଏସ. କେ. ଏହେସାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ ଙ୍କ ଅଧ୍ୟକ୍ଷତା ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଯଶୋଦା ହୁଇକା, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ବିଷମ କଟକ, ଶ୍ରୀମତୀ ସୁଜାତା କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟା, ବିଷମକଟକ, ଶ୍ରୀ ସନ୍ତୋଷ କୁମାର ସାମଲ, ଡି. ଡି. ଏମ, ନାବାର୍ଡ, ରାୟଗଡ଼, ଶ୍ରୀ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ, ରାୟଗଡ଼, ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଗୁଣପୁର, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା, ଶ୍ରୀ ସନ୍ତୋଷ କୁମାର ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି), ରାୟଗଡ଼ ଓ ଶ୍ରୀ ସିଦ୍ଧାର୍ଥ ଶେଖର ସ୍ୱାଇଁ, ଜିଲ୍ଲା ପରିଚାଳକ, ଓଡ଼ିଶା କୃଷି ଶିଳ୍ପ ନିଗମ, ରାୟଗଡ଼ ଉପସ୍ଥିତ ରହି ବର୍ତ୍ତମାନ ଅବସ୍ଥା ରେ ଚାଷ କ୍ଷେତ୍ରରେ ଏବଂ ଚାଷୀ ର ଅମଳ ତଥା ଆୟକୁ ବହୁଗୁଣିତ କରିବାରେ କୃଷି ଯନ୍ତ୍ରପାତି ର ଆବଶ୍ୟକତା ପ୍ରତି ପରାମର୍ଶ ଦେଇଥିଲେ ।
ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକ୍ର ୭ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା ।
କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ସୁମନ ସିଂ ପଟନାଏକ, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନୟାଗଡ଼ ଦେଶୀୟ ଜ୍ଞାନ କୌଶଳ (ITK) ଓ ପ୍ରାକୃତିକ କୃଷି ବିଷୟରେ, ଶ୍ରୀ ସନ୍ତୋଷ କୁମାର ସାମଲ, ଡ଼ି. ଡ଼ି. ଏମ, ନାବାର୍ଡ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ବ୍ୟାଙ୍କ ଋଣ ଓ ରିହାତି ବିଷୟରେ ଏବଂ ଶ୍ରୀ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ, ରାୟଗଡ଼ ଜଳଛାୟା ବିଭକ୍ତିକରଣ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ। କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର କାର୍ଯ୍ୟକର୍ତ୍ତା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l
ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସୁଶ୍ରୀ ଶ୍ଵେତା ଶୁଭମ ଦଳବେହେରା, ସହକାରୀ କୃଷି ଅଧିକାରୀ, ରାୟଗଡ଼ ଓ ଶ୍ରୀ ଉତ୍ତମ କୁମାର ଦାଶ, ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ ।କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା-୨୦୨୫ର ତୃତୀୟ ଦିବସ
ରାୟଗଡା, ୦୮.୦୧.୨୦୨୬: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ତୃତୀୟ ଦିବସରେ ମୁଖ୍ୟ ଅତିଥି ରୁପେ ଶ୍ରୀ ନିହାର ରଞ୍ଜନ କଅଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ରାୟଗଡ଼ ଯୋଗ ଦେଇଥିଲେ ଏବଂ ଶ୍ରୀ ଏସ. କେ. ଏହେସାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ ଙ୍କ ଅଧ୍ୟକ୍ଷତା ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଯଶୋଦା ହୁଇକା, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ବିଷମ କଟକ, ଶ୍ରୀମତୀ ସୁଜାତା କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟା, ବିଷମକଟକ, ଶ୍ରୀ ସନ୍ତୋଷ କୁମାର ସାମଲ, ଡି. ଡି. ଏମ, ନାବାର୍ଡ, ରାୟଗଡ଼, ଶ୍ରୀ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ, ରାୟଗଡ଼, ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଗୁଣପୁର, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା, ଶ୍ରୀ ସନ୍ତୋଷ କୁମାର ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି), ରାୟଗଡ଼ ଓ ଶ୍ରୀ ସିଦ୍ଧାର୍ଥ ଶେଖର ସ୍ୱାଇଁ, ଜିଲ୍ଲା ପରିଚାଳକ, ଓଡ଼ିଶା କୃଷି ଶିଳ୍ପ ନିଗମ, ରାୟଗଡ଼ ଉପସ୍ଥିତ ରହି ବର୍ତ୍ତମାନ ଅବସ୍ଥା ରେ ଚାଷ କ୍ଷେତ୍ରରେ ଏବଂ ଚାଷୀ ର ଅମଳ ତଥା ଆୟକୁ ବହୁଗୁଣିତ କରିବାରେ କୃଷି ଯନ୍ତ୍ରପାତି ର ଆବଶ୍ୟକତା ପ୍ରତି ପରାମର୍ଶ ଦେଇଥିଲେ ।
ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକ୍ର ୭ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା ।
କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ସୁମନ ସିଂ ପଟନାଏକ, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନୟାଗଡ଼ ଦେଶୀୟ ଜ୍ଞାନ କୌଶଳ (ITK) ଓ ପ୍ରାକୃତିକ କୃଷି ବିଷୟରେ, ଶ୍ରୀ ସନ୍ତୋଷ କୁମାର ସାମଲ, ଡ଼ି. ଡ଼ି. ଏମ, ନାବାର୍ଡ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ବ୍ୟାଙ୍କ ଋଣ ଓ ରିହାତି ବିଷୟରେ ଏବଂ ଶ୍ରୀ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ, ରାୟଗଡ଼ ଜଳଛାୟା ବିଭକ୍ତିକରଣ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ। କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର କାର୍ଯ୍ୟକର୍ତ୍ତା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l
ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସୁଶ୍ରୀ ଶ୍ଵେତା ଶୁଭମ ଦଳବେହେରା, ସହକାରୀ କୃଷି ଅଧିକାରୀ, ରାୟଗଡ଼ ଓ ଶ୍ରୀ ଉତ୍ତମ କୁମାର ଦାଶ, ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ମଞ୍ଚକାର୍ଯ୍ୟ ପରିଚାଳନା କରିଥିବା ବେଳେ
ଅଧି ଦର୍ଶକ ମାନସ ମହାନ୍ତି
ଏସ ଭାଗ୍ୟ ଲକ୍ଷ୍ମୀ ପ୍ରିୟଙ୍କା ଦାସ,କବିତା କ।ଡ୍ରକ।,ସହକାରୀ କୃଷି ଅଧିକାରୀ ଆନନ୍ଦିତ ସ୍ୱାଇଁ
Ado ପ୍ରକାଶ ଚନ୍ଦ୍ର ବେହେରା,
ଏ ଟିଏମ ଧର୍ମେନ୍ଦ୍ର ମହାପାତ୍ର
ବେନାଯଲ ବେଗମ ଲେବ ଆସିଷ୍ଟାଣ୍ଡ
ଧୀରେନ୍ଦ୍ର ବିଶି ବ୍ଲକ କଦିନେଟର ସହଯୋଗ କରିଥିଲେ।