ପବିତ୍ର ରାକ୍ଷୀ ପୂଣ୍ଣିମା ଅବସରରେ ସମସ୍ତ ଭଉଣୀ ଓ ଭାଇଙ୍କୁ ଆନ୍ତରିକ ଶୁଭେଚ୍ଛା

IMG-20250809-WA0093
Share

     ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭଉଣୀ ଭାଇଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ରାକ୍ଷୀ ହେଉଛି ପ୍ରେମ ଓ ବିଶ୍ୱାସର ଅବିସ୍ମରଣୀୟ ସୂତ୍ର,ଯାହା ଭଉଣୀଙ୍କୁ ଭାଇ ସହ ଯୋଡିଥାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ପବିତ୍ର ସମ୍ପର୍କ ଆହୁରି ନିବିଡ ହେବା ସହିତ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଉଥାଉ।

 

ରକ୍ଷା ବନ୍ଧନରେ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଭାଇଟି ଯେପରି ସଂକଳ୍ପ ନିଏ,ଓଡିଶାର ସମସ୍ତ ସାଧାରଣ ଜନତା ତଥା ଜାତି,ଧର୍ମ ଓ ବର୍ଗଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଆମେ ସଂକଳ୍ପବଦ୍ଧ ।ସୋରଡ଼ା ରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ