ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଲାଞ୍ଜିଗଡ଼ରେ ଚକ ବନ୍ଦ..

IMG-20250709-WA0092
Share

ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଚକ ବନ୍ଦ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଦେଖିବକୁ ମିଳିଛି ଲାଞ୍ଜିଗଡ଼ ଅଞ୍ଚଳରେ। ଗତ ଆଠ ତାରିଖରୁ ଓଡ଼ିଶା ଡ୍ରାଇଭର ମହାସଂଘ ଲାଞ୍ଜିଗଡ଼ ବ୍ଲକ ର ସଭାପତି ଟଙ୍କଧର ଗଉଡ଼ ଉପ ସଭାପତି ହରପ୍ରସାଦ ଗଉଡ଼, ସଂପାଦକ ଅକ୍ଷୟ ଦୋରା, କୋଷାଧ୍ୟକ୍ଷ ଆଶ୍ୱିନ ଗଉଡ଼, ରାଜ୍ୟ ସହ ସମ୍ପାଦକ ଘନଶ୍ୟାମ ବେହେରା ଙ୍କ ନେତୃତ୍ୱରେ ଚକ ବନ୍ଦ ଆନ୍ଦୋଳନ ଜାରୀ ରହିଛି। କଳାହାଣ୍ଡି ଡ୍ରାଇଵର୍ ସଂଘ ସଭାପତି କାର୍ତ୍ତିକ ପୁଞ୍ଜି, ଉପ ସଭାପତି ଈଶ୍ୱର ଚନ୍ଦ୍ର ସିଂହ, ସମ୍ପାଦକ ବଳଭଦ୍ର ଚଲାନ, ସହ ସମ୍ପାଦକ ବିଶ୍ବରଂଜନ ମହାର, ଉପଦେଷ୍ଟା ଲାଲା ପଟ୍ଟନାୟକ, କୋଷାଧ୍ୟକ୍ଷ ଦାଶରଥି ସାହୁ ତଥା ସମସ୍ତ ସଦସ୍ୟ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଥିବାର ଦେଖିବକୁ ମିଳିଛି।

 

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର

You may have missed